ବଲାଙ୍ଗିର ଜିଲ୍ଲା ପୋଲିସ୍
ବଲାଙ୍ଗିର ଜିଲ୍ଲା ୬,୫୭୪ ବର୍ଗ କି.ମି. ମଧ୍ୟରେ ପରିସିମିତ ଓ ୨୦୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୧୬,୪୮,୯୯୭ ଅଟେ । ଏହି ଜିଲ୍ଲା କେ.ବି.କେ. ଅଞ୍ଚଳରେ ଅନ୍ତର୍ଭୁକ୍ତ ଏବଂ ଏହା ଏକ ଅନୁନ୍ନତ ଜିଲ୍ଲା ଅଟେ । ବଲାଙ୍ଗିର ଜିଲ୍ଲା ପଶ୍ଚିମ ଓଡିଶାର ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଅଟେ । ଏହି ଜିଲ୍ଲା ଅନ୍ୟ ଅପେକ୍ଷାରେ ଅନ୍ତର୍ନିର୍ମାଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସେବା ପାଇବାର ଅଭାବ ରହିଆସୁଛି ଓ ସର୍ବଦା ସରକାରଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରି ଆସୁଅଛି | ବଲାଙ୍ଗିରର ଇତିହାସ ଅନୁଯାଇ ଏହି ସହରଟି ୧୬୦୦ ଶତାଦ୍ଧୀ ର ରାଜା ନରସିହଂ ଦେଓ ପରିରଚନା କରିଥିଲେ । ରାଜା ନରସିହଂ ଦେଓ, ବଲରାମ ଦେଓଙ୍କ ଭାଇ ଥିଲେ ଯିଏ କି ପାଟଣା ରାଜ୍ୟର ୧୨ତମ ରାଜା ଥିଲେ। । କିଛି ଲୋକଙ୍କ କହିବା ଆନୁଯାଇ ଏହି ସହର ଟି ବଲରାମ ଦେଓ ଙ୍କ ନାମ ଅନୁସାରେ ବଳରାମଗଡ ବୋଲି ନାମିତ ହୋଇଥିଲା, ଯାହାକି ବର୍ତ୍ତମାନ ବଲାଙ୍ଗିର ବୋଲି କୁହାଯାଉ ଅଛି କିନ୍ତୁ ଏହାର କୌଣସି ଲିଖିତ ପ୍ରମାଣ ନାହିଁ ।
ବଲାଙ୍ଗିର ଜିଲ୍ଲା ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହି ଜିଲ୍ଲା ରେ ୬ ଟି ଥାନା ଥିଲା । ପରବର୍ତ୍ତୀ ସମୟରେ ୧୩ ଟି ଥାନା ହେଲା ଏବଂ ଫାଣ୍ଡି ଗୁଡିକ ଉନ୍ନିତ କରି ସର୍ବମୋଟ୍ ୧୯ ଟି ଥାନା ହେଲା । ଗତ ୦୧-୦୪-୧୯୯୩ ରେ ବଲାଙ୍ଗିର ଜିଲ୍ଲାରୁ କିଛି ଅଶଂ ନେଇ ସୁବର୍ଣ୍ଣପୂର ଜିଲ୍ଲା ଗଠନ ହେଲା, ୬ ଟି ଥାନା ସୁବର୍ଣ୍ଣପୂର ଜିଲ୍ଲା ଅଧିନ ରେ ରହିଲା । ଅଫିସ୍ ଅଡର ନଂ-୨୨୦୧/ଏଫ୍, ତା. ୨୨-୦୫-୨୦୦୮ ସର୍କଲ୍ ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ପାଟଣାଗଡ ଓ ସର୍କଲ୍ ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ସଦର ପଦବୀ ଦ୍ୱୟ ଉନ୍ନୀତ ହୋଇ ଏସ.ଡି.ପି.ଓ., ପାଟଣାଗଡ ଓ ଏସ.ଡି.ପି.ଓ., ସଦର ପାହ୍ୟାବୃଦ୍ଧି କରାହେଲା ଏବଂ ସି.ଆଇ., ବଙ୍ଗୋମୁଣ୍ଡା ପଦଉଛେଦ କରାହେଲା ଓ ଗତ ତା. ୧୬-୧୨-୧୯୮୨ ଠାରୁ ଏସ.ଡି.ପି.ଓ., ଟିଟିଲାଗଡ, ଜି. ଓ. ନଂ. ୪୮୪୫୭/ପି. ତା. ୧୯-୦୭-୧୯୮୨ ଅନୁଯାଇ ଗତ ତା. ୧୬-୧୨-୧୯୮୨ ଠାରୁ କାର୍ଯ୍ୟ କରି ଆସୁଅଛି । ଏହି ଜିଲ୍ଲା ବରଗଡ, ନୁଆପଡା, କଳାହାଣ୍ଡି, ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲା ମାନଙ୍କର ସହ ସିମା ନିର୍ଧାରଣ କରି ଆସୁଅଛି । ପ୍ରାପ୍ତ ତଥ୍ୟ ଅନୁସାରେ ଶ୍ରୀ ଶ୍ରୀପତି ନନ୍ଦ, ଆଇ.ପି ବଲାଙ୍ଗିର ଜିଲ୍ଲା ରା ପ୍ରଥମ ପୋଲିସ୍ ଆରକ୍ଷୀ ଅଧିକ୍ଷକ ଥିଲେ ଯିଏ କି ଗତ ୦୧-୦୧-୧୯୪୮ ରୁ ୧୪-୦୬-୧୯୪୮ ପର୍ଯନ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ ତାଙ୍କ ପରେ ଏମ. ଡି. ସୟଦ, ଆଇ.ପି.ଏସ. କ ୧୫-୦୬-୧୯୪୮ ରୁ ୩-୦୪-୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
| କ୍ର. ନଂ. | ପୋଲିସ୍ ଆରକ୍ଷୀ ଅଧିକ୍ଷକ ନାମ | ଠାରୁ | ପର୍ଯ୍ୟନ୍ତ |
|---|---|---|---|
| ୧ | ଶ୍ରୀ ଶ୍ରୀପତୀ ନନ୍ଦ, ଭା. ପୁ.ସେ. | ୦୧.୦୧.୧୯୪୮ | ୧୪.୦୬.୧୯୪୮ |
| ୨ | ଶ୍ରୀ ଏମଡି. ସାୟଦ, ଭା. ପୁ. ସେ. | ୧୫.୦୬.୧୯୪୮ | ୦୩.୦୪.୧୯୪୯ |
| ୩ | ଶ୍ରୀ ଜି. ଏନ. ମହାନ୍ତି, ଭା. ପୁ. ସେ. | ୦୪.୦୪.୧୯୪୯ | ୧୯.୧୦.୧୯୫୦ |
| ୪ | ଶ୍ରୀ ଜି. ସି. ରାଏ, ଓ. ପୁ. ସେ. | ୨୦.୧୦.୧୯୫୦ | ୦୩.୦୯.୧୯୫୧ |
| ୫ | ଶ୍ରୀ ୱାଇ. ଦତ୍ତ, ଭା. ପୁ. ସେ. | ୦୩.୦୯.୧୯୫୧ | ୧୬.୦୫.୧୯୫୩ |
| ୬ | ଶ୍ରୀ ଏସ. ବାହାଦୁର, ଭା. ପୁ. ସେ. | ୧୬.୦୫.୧୯୫୩ | ୨୩.୦୮.୧୯୫୪ |
| ୭ | ଶ୍ରୀ ଜି. ଦାଶ, ଭା. ପୁ. ସେ. | ୨୩.୦୮.୧୯୫୪ | ୦୧.୦୪.୧୯୫୫ |
| ୮ | ଶ୍ରୀ ଏସ. ବାହାଦୁର, ଭା. ପୁ. ସେ. | ୦୧.୦୪.୧୯୫୫ | ୧୪.୦୯.୧୯୫୫ |
| ୯ | ଶ୍ରୀ ଡି. କେ. ମହାପାତ୍ର, ଭା. ପୁ. ସେ. | ୧୪.୦୯.୧୯୫୫ | ୨୮.୦୫.୧୯୫୭ |
| ୧୦ | ଶ୍ରୀ ଏସ. ଏସ. ପାଢୀ, ଭା. ପୁ. ସେ. | ୨୮.୦୫.୧୯୫୭ | ୦୭.୧୦.୧୯୫୭ |
| ୧୧ | ଶ୍ରୀ ଜି. ମିଶ୍ର, ଭା. ପୁ. ସେ. | ୦୮.୧୦.୧୯୫୭ | ୦୧.୧୨.୧୯୫୯ |
| ୧୨ | ଶ୍ରୀ ଜି. ସି. ଦାଶ, ଭା. ପୁ. ସେ. | ୨୯.୧୨.୧୯୫୯ | ୦୩.୦୯.୧୯୬୧ |
| ୧୩ | ଶ୍ରୀ ଏସ. ଏ. ମାଜିଦ, ଭା. ପୁ. ସେ. | ୦୭.୧୯.୧୯୬୧ | ୦୩.୦୧.୧୯୬୩ |
| ୧୪ | ଶ୍ରୀ ଆର. ସେହଗଲ, ଭା. ପୁ. ସେ. | ୦୩.୦୧.୧୯୬୩ | ୧୪.୦୫.୧୯୬୪ |
| ୧୫ | ଶ୍ରୀ ଏସ. ଏନ. ମିଶ୍ର, ଭା. ପୁ. ସେ. | ୨୫.୦୫.୧୯୬୪ | ୧୦.୦୫.୧୯୬୭ |
| ୧୬ | ଶ୍ରୀ କେ. କେ. ମିତ୍ରା, ଭା. ପୁ. ସେ. | ୧୦.୦୫.୧୯୬୭ | ୦୭.୦୨.୧୯୬୯ |
| ୧୭ | ଶ୍ରୀ ଏମ. ଏଫ. ରଶୁଲ, ଭା. ପୁ. ସେ. | ୦୭.୦୨.୧୯୬୯ | ୧୧.୧୦.୧୯୬୯ |
| ୧୮ | ଶ୍ରୀ ଏସ. ବି. ଜୈନ, ଭା. ପୁ. ସେ. | ୧୨.୧୦.୧୯୬୯ | ୦୭.୦୨.୧୯୭୦ |
| ୧୯ | ଶ୍ରୀ ଡି. ପି. ଏସ. ଚୌହାନ, ଭା. ପୁ. ସେ. | ୧୦.୧୦.୧୯୭୦ | ୨୩.୦୧.୧୯୭୩ |
| ୨୦ | ଶ୍ରୀ ଏସ. ମିଶ୍ର, ଭା. ପୁ. ସେ. | ୦୭.୦୨.୧୯୭୩ | ୨୮.୧୨.୧୯୭୩ |
| ୨୧ | ଶ୍ରୀ କେ. ଡି. ବାଜପାୟୀ, ଭା. ପୁ. ସେ. | ୨୮.୧୨.୧୯୭୩ | ୧୦.୦୨.୧୯୭୩ |
| ୨୨ | ଶ୍ରୀ ଏସ. କେ. ଚଟର୍ଜୀ, ଭା. ପୁ. ସେ. | ୧୧.୦୨.୧୯୭୩ | ୧୦.୦୩.୧୯୭୬ |
| ୨୩ | ଶ୍ରୀ ଆର. କେ. ଦାଶ, ଭା. ପୁ. ସେ. | ୧୦.୦୩.୧୯୭୬ | ୧୭.୦୮.୧୯୭୭ |
| ୨୪ | ଶ୍ରୀ କେ. ସି. ମହାପାତ୍ର , ଭା. ପୁ. ସେ. | ୧୨.୦୯.୧୯୭୭ | ୧୨.୦୪.୧୯୭୯ |
| ୨୫ | ଶ୍ରୀ ପି. ଆର. ମହାନ୍ତି, ଭା. ପୁ. ସେ. | ୧୨.୦୪.୧୯୭୯ | ୦୫.୦୯.୧୯୭୯ |
| ୨୬ | ଶ୍ରୀ ଜି. ସି. ନନ୍ଦ, ଭା. ପୁ. ସେ. | ୧୫.୦୯.୧୯୭୯ | ୦୧.୦୭.୧୯୮୨ |
| ୨୭ | ଶ୍ରୀ ଏମ. ଏମ. ପ୍ରହରାଜ, ଭା. ପୁ. ସେ. | ୦୧.୦୭.୧୯୮୨ | ୦୯.୦୭.୧୯୮୪ |
| ୨୮ | ଶ୍ରୀ ଜେ. ପି. ବର୍ମା, ଭା. ପୁ. ସେ. | ୦୯.୦୭.୧୯୮୪ | ୦୨.୦୫.୧୯୮୫ |
| ୨୯ | ଶ୍ରୀ ବି. ସି. ଆଚାର୍ଯ୍ୟ, ଭା. ପୁ. ସେ. | ୦୨.୦୫.୧୯୮୫ | ୧୪.୧୨.୧୯୮୬ |
| ୩୦ | ଶ୍ରୀ ସଞ୍ଜୀବ ମଲିକ, ଭା. ପୁ. ସେ. | ୧୪.୧୨.୧୯୮୬ | ୦୮.୧୨.୧୯୮୯ |
| ୩୧ | ଶ୍ରୀ ବି. ଏନ. ହୋତା, ଭା. ପୁ. ସେ. | ୦୮.୧୨.୧୯୮୯ | ୩୧.୦୭.୧୯୯୧ |
| ୩୨ | ଶ୍ରୀ ଆର. ଫି. ସିଂ, ଭା. ପୁ. ସେ. | ୧୨.୦୮.୧୯୯୧ | ୨୦.୧୦.୧୯୯୩ |
| ୩୩ | ଶ୍ରୀ ଏସ. ପାନୱାର, ଭା. ପୁ. ସେ. | ୦୫.୧୧.୧୯୯୩ | ୩୦.୦୬.୧୯୯୪ |
| ୩୪ | ଶ୍ରୀ ଏସ. ରାଏ, ଭା. ପୁ. ସେ. | ୧୧.୦୭.୧୯୯୪ | ୨୬.୦୭.୧୯୯୫ |
| ୩୫ | ଶ୍ରୀ ବି. ଡି. ରାଉତ, ଭା. ପୁ. ସେ. | ୨୬.୦୭.୧୯୯୫ | ୦୨.୦୮.୧୯୯୫ |
| ୩୬ | ଶ୍ରୀ ବି. ଏନ. ଝା, ଭା. ପୁ. ସେ. | ୦୨.୦୮.୧୯୯୫ | ୩୦.୦୮.୧୯୯୬ |
| ୩୭ | ଶ୍ରୀ ବି. ବି. ଖଟୁଆ, ଭା. ପୁ. ସେ. | ୩୦.୦୮.୧୯୯୬ | ୨୮.୦୮.୧୯୯୭ |
| ୩୮ | ଶ୍ରୀ ଏମ. କେ. ଛାବ୍ରା, ଭା. ପୁ. ସେ. | ୩୧.୦୮.୧୯୯୭ | ୨୬.୦୮.୧୯୯୮ |
| ୩୯ | ଶ୍ରୀ ବି. ପି. ମହାପାତ୍ର, ଭା. ପୁ. ସେ. | ୨୬.୦୮.୧୯୯୮ | ୨୪.୦୫.୧୯୯୯ |
| ୪୦ | ଶ୍ରୀ ଆର. ଏନ. ପାଢି, ଭା. ପୁ. ସେ. | ୨୪.୦୫.୧୯୯୯ | ୦୨.୦୫.୨୦୦୧ |
| ୪୧ | ଶ୍ରୀ ଆର. କେ. ଶର୍ମା, ଭା. ପୁ. ସେ. | ୦୭.୦୫.୨୦୦୧ | ୨୨.୦୫.୨୦୦୨ |
| ୪୨ | ଶ୍ରୀ ଏସ. କେ. ଉପାଧ୍ଦ୍ୟ, ଭା. ପୁ. ସେ. | ୨୨.୦୫.୨୦୦୨ | ୦୩.୦୨.୨୦୦୩ |
| ୪୩ | ଡ. (ଶ୍ରୀମତି) ଏସ. ବାଲା, ଭା. ପୁ. ସେ. | ୦୩.୦୨.୨୦୦୩ | ୦୬.୦୨.୨୦୦୪ |
| ୪୪ | ଶ୍ରୀ ଏସ. କେ. ସିଂ, ଭା. ପୁ. ସେ. | ୧୬.୦୨.୨୦୦୪ | ୨୦.୧୦.୨୦୦୪ |
| ୪୫ | ଶ୍ରୀ ପ୍ରତିକ ମହାନ୍ତି, ଭା. ପୁ. ସେ. | ୨୨.୧୦.୨୦୦୪ | ୨୦.୦୮.୨୦୦୫ |
| ୪୬ | ଶ୍ରୀ ନରସିଂ ଭୋଲ, ଭା. ପୁ. ସେ. | ୩୧.୦୮.୨୦୦୫ | ୧୪.୦୫.୨୦୦୭ |
| ୪୭ | ଶ୍ରୀ ଏଚ. କେ. ଲାଲ, ଭା. ପୁ. ସେ. | ୧୪.୦୫.୨୦୦୭ | ୨୩.୦୪.୨୦୦୮ |
| ୪୮ | ଶ୍ରୀମତି ଏସ. ସିଆନି, ଭା. ପୁ. ସେ. | ୨୩.୦୪.୨୦୦୮ | ୨୩.୦୨.୨୦୦୯ |
| ୪୯ | ଶ୍ରୀ ସଞ୍ଜୀବ ଅରୋରା, ଭା. ପୁ. ସେ. | ୦୨.୦୩.୨୦୦୯ | ୧୦.୦୬.୨୦୦୯ |
| ୫୦ | ଶ୍ରୀ ପି. ଏସ. ରାନପିସ, ଭା. ପୁ. ସେ. | ୧୦.୦୬.୨୦୦୯ | ୨୫.୧୨.୨୦୦୯ |
| ୫୧ | ଶ୍ରୀ ଏ. କେ. ସଡଙ୍ଗି, ଓ. ପୁ. ସେ. (ଆଇ) | ୨୯.୧୨.୨୦୦୯ | ୦୨.୦୬.୨୦୧୧ |
| ୫୨ | ଶ୍ରୀ ଅଭିନାଶ କୁମାର, ଭା. ପୁ. ସେ. | ୦୨.୦୬.୨୦୧୧ | ୧୫.୧୨.୨୦୧୧ |
| ୫୩ | ଶ୍ରୀ ଆର. ପ୍ରକାଶ, ଭା. ପୁ. ସେ. | ୧୫.୧୨.୨୦୧୧ | ୦୬.୦୯.୨୦୧୪ |
| ୫୪ | ଡ. ତିପକ କୁମାର, ଭା. ପୁ. ସେ. | ୦୭.୦୯.୨୦୧୪ | ୧୭.୦୬.୨୦୧୬ |
| ୫୫ | ଶ୍ରୀ ଏ. କେ. ସିଂ, ଭା. ପୁ. ସେ. | ୧୭.୦୬.୨୦୧୬ | ୩୦.୦୬.୨୦୧୭ |
| ୫୬ | ଶ୍ରୀ କେ. ଶିବା. ସୁବ୍ରମଣୀ , ଭା. ପୁ. ସେ. | ୩୦.୦୬.୨୦୧୭ | ୨୭.୧୨.୨୦୨୦ |
| ୫୭ | ଶ୍ରୀ କୁଶଲକର ନିତିନ ଡ଼ଗୁଡୁ , ଭା. ପୁ. ସେ. | ୨୭.୧୨.୨୦୨୦ | ୨୪.୦୫.୨୦୨୩ |
| ୫୮ | ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଭା. ପୁ. ସେ. | ୨୪.୦୫.୨୦୨୩ | ବର୍ତମାନ ପର୍ଯ୍ୟନ୍ତ |
ବଲାଙ୍ଗିର ପୋଲିସ୍ ର ମୁଖ୍ୟ ଉଦ୍ଦେଶ୍ୟ:-
- ଲୋକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
- ଆଇନ ଶୃଙ୍ଖଳା ବଜାଇ ରଖିବା ।
- ଅପରାଧ ଏବଂ ଅପରାଧୀ କୁ ସନ୍ଧାନ କରିବା ।
- ଦେଶ ର ଆଇନ କୁ ସୁରକ୍ଷା ଦେବା ।
- ଐତିହାସିକ କିର୍ତ୍ତିରାଜୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
- ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରିବା ।
- ପଦଦଳିତ ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ରକ୍ଷାକବଚ ଓ ସୁରକ୍ଷା ଦେବା ।
- ବିଭିନ୍ନ ସମୟରେ ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
- ବିନା ଭୟ ଓ ବିନା ସ୍ୱାର୍ଥ ରେ କାର୍ଯ୍ୟ କୁ ନିଷ୍ପକ୍ଷ, ଦୃଢ଼ତାର ଓ ନିଷ୍ଠା ସହିତ ସମ୍ପର୍ଣ୍ଣ କରିବା ।
ବଲାଙ୍ଗିର ପୋଲିସ୍ ର ଗତିବିଧି
ଆଇନ୍ ଅନୁଯାୟୀ ଅନୁସନ୍ଧାନ ଯୋଗ୍ୟ ଧର୍ତ୍ତବ୍ୟ ଅପରାଧ ଗୁଡିକ ତଦନ୍ତ କରିବା, ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବା, ଅସାମାଜିକ ବ୍ୟକ୍ତି/ଆପରାଧୀ ମାନଙ୍କୁ ଠାବ କରି ଆଇନ୍ ଅନୁଯାୟୀ ଅଦଲାତକୁ ପ୍ରେରଣ କରିବା । ବିଭିନ୍ନ ମେଳା ଓ ପର୍ବ ପର୍ରବାଣୀରେ ଶ।ନ୍ତି ଓ ଶୃଙ୍ଖଲା ରକ୍ଷା କରିବା । ଆନ୍ଦୋଳନ ଓ ଧାରଣ କାର୍ଯ୍ୟକ୍ରମ ମାନଙ୍କରେ, ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେଇ ସମାଜ ରେ ଶାନ୍ତି ବଜାୟ କରିବା ।
ଜିଲ୍ଲା ରେ ଉନ୍ନତମାନର ଆଇନ ଓ ବ୍ୟବସ୍ଥା ସୁପରିଚାଲନା ନିସନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଅଛି
- ମୋବାଇଲ୍ ପୋଲିସ୍ କଣ୍ଟୋରରୁମ ବ୍ୟବସ୍ଥ। ୨୦୧୨ ମସିହା ଠାରୁ ବଲାଙ୍ଗିର ସହରରେ ଆରମ୍ଭ କରାଯାଇ ଅଛି । ଜନସାଧାରଣଙ୍କ ପାଇଁ ନିମ୍ନଲିଖିତ ମୋବାଇଲ୍ ନମ୍ବର୍ ଦରକାର ସମୟରେ ପୋଲିସ୍ ର ସହାୟତା ନେଇପାରିବେ |
- ୮୨୮୦୧୯୦୬୮୯
- ୯୫୮୩୧୪୪୭୬୬
- ୮୦୧୮୬୪୮୮୫୩
- ୮୭୬୩୩୨୭୫୩୮
- ଅପରାଧ ନିୟନ୍ତ୍ରଣ ପାଇଁ ରାତ୍ରୀ କାଲିନ ଅନିୟମିତ ଅବରୋଧ ଓ ଜାନ ବାହାନ ତନଖି କରଯାଉ ଅଛି ।
- ପୋଲିସ୍ ଓ ଜନସାଧାରଣ ଙ୍କ ସୂସମ୍ପର୍କ୍ ପାଇଁ ଅମ ପୋଲିସ୍ ସମିତି ଗଠନ କରାଯାଇଅଛି ।
- ବିଚାରଧିନ ଜାମିନ୍ ବିହିନ ଗିରଫ୍ ପରବାନ ଗୁଡିକୁ ଶୀଘ୍ର ସମ୍ପାଦନ କରିବା ।
- ଦୁର୍ଦାନ୍ତ ଅପରଧୀ ମ।ନଙ୍କୁ ଜତୀୟ ନିରାପତ୍ତା ଅଧିନିୟମ ୧୯୮୦ ଅନୁଯାୟୀ ଗିରଫ୍ କରିବା ।
- ଶାନ୍ତି କମିଟି ସଭା ନିୟମିତ ଅନ୍ତରାଲରେ ଆୟୋଜନ କରିବା ।
- ସବୁ ମାମଲା ଗୁଡିକର ତ୍ୱରନ୍ନିତ ଅନୁସଂଧାନ କରିବା ।
ଜିଲ୍ଲା ରେ ଥାନା ସଂଖ୍ୟା : ( ଗୋଟିଏ ବିଦ୍ୱୁତ ଶକ୍ତି ଥାନା ସହିତ)
| କ୍ର. ନଂ. | ପଦବୀ ର ନାମ | କାର୍ଯ୍ୟାଳଯ | ନିବାସ |
|---|---|---|---|
| ୧ | ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର | ୦୬୬୫୨-୨୩୨୦୨୦ | ୨୩୩୦୬୩ |
| ୨ | ଅତିରିକ୍ତ ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର | ୦୬୬୫୨-୨୩୪୬୩୫ | |
| ୩ | ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ, ମୁଖ୍ୟାଲୟ ( HDQRS), ବଲାଙ୍ଗିର | ||
| ୪ | ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ , ଅନୁଶନ୍ଧାନ (DIB), ବଲାଙ୍ଗିର | ୦୬୬୫୨-୨୩୨୪୮୮ | |
| ୫ | ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ , HRPC, ବଲାଙ୍ଗିର | ||
| ୬ | DCRB, ବଲାଙ୍ଗିର | ୦୬୬୫୨-୨୩୨୩୭୫ | |
| ୭ | ଏନାର୍ଜି (ବିଦ୍ୱୁତ ଶକ୍ତି) ଥାନା, ବଲାଙ୍ଗିର | ||
| ୮ | ସହରାଞ୍ଚଲ ଥାନା, ବଲାଙ୍ଗିର | ୦୬୬୫୨-୨୩୨୪୦୦ | |
| ୯ | ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ସଦର, ବଲାଙ୍ଗିର | ୦୬୬୫୨-୨୩୨୨୫୫ | |
| ୧୦ | ସଦର ଥାନା, ବଲାଙ୍ଗିର | ୦୬୬୫୨-୨୫୦୫୨୫ | |
| ୧୧ | ପୁଇଁତଲା ଥାନା | ||
| ୧୨ | ଲୋଇସିଂହା ଥାନା | ୦୬୬୫୩-୨୭୪୦୩୦ | |
| ୧୩ | ତୁଷୁରା ଥାନା | ୦୬୬୫୨-୨୫୬୦୩୮ | |
| ୧୪ | ସଇନ୍ତଲା ଥାନା | ୦୬୬୫୫-୨୫୬୦୪୦ | |
| ୧୫ | ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ଟିଟିଲାଗଡ | ୦୬୬୫୫-୨୨୦୪୧୧ | |
| ୧୬ | ଟିଟିଲାଗଡ ଥାନା | ୦୬୬୫୫-୨୨୦୪୪୧ | |
| ୧୭ | ମୁରିବାହାଲ ଥାନା | ୦୬୬୫୨-୨୭୨୧୦୦ | |
| ୧୮ | କଣ୍ଟାବାଞ୍ଜି ଥାନା | ୦୬୬୫୭ -୨୨୦୨୪୦ | |
| ୧୯ | ବଙ୍ଗୋମୁଣ୍ଜା ଥାନା | ୦୬୬୫୭-୨୮୨୨୨୭ | |
| ୨୦ | ସିନ୍ଧେକେଲା ଥାନା | ୦୬୬୫୭-୨୮୪୪୦୬ | |
| ୨୧ | ତୁରେକେଲା ଥାନା | ୦୬୬୫୭-୨୮୬୦୦୯ | |
| ୨୨ | ବେଲପଡା ଥାନା | ୦୬୬୫୮-୨୮୪୪୨୧ | |
| ୨୩ | ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ପାଟଣାଗଡ | ୦୬୬୫୮-୨୨୨୨୨୫ | |
| ୨୪ | ପାଟଣାଗଡ ଥାନା | ୦୬୬୫୮-୨୨୨୨୨୩ | |
| ୨୫ | ଲରମ୍ଭା ଥାନା | ||
| ୨୬ | ଖପରାଖୋଲ ଥାନା | ୦୬୬୫୮-୨୮୧୧୨୦ | |
| ୨୭ | ଲାଠୋର ଥାନା | ୦୬୬୫୮-୨୬୬୦୧୮ | |
| ୨୮ | ବନ୍ଧପତା ଆଉଟ ପୋଷ୍ଟ ଥାନା | ||
| ୨୯ | ହରିଶଙ୍କର ଆଉଟ ପୋଷ୍ଟ ଥାନା | ||
| ୩୦ | ଆଗଲପୂର ଆଉଟ ପୋଷ୍ଟ ଥାନା | ||
| ୩୧ | ସାଲେଭଟା ଆଉଟ ପୋଷ୍ଟ ଥାନା | ୦୬୬୫୩-୨୭୨୧୦୦ | |
| ୩୨ | ଡୁଙ୍ଗୁରିପଲ୍ ଆଉଟ ପୋଷ୍ଟ ଥାନା | ||
| ୩୩ | ଦେଓଗାଁ ଆଉଟ ପୋଷ୍ଟ ଥାନା | ||
| ୩୪ | ଗୁଡଭେଲା BH | ||
| ୩୫ | ଟିକ୍ରାପଡା ଆଉଟ ପୋଷ୍ଟ ଥାନା | ||
| ୩୬ | ବଡମାଲ ଆଉଟ ପୋଷ୍ଟ ଥାନା | ||
| ୩୭ | ବେଲଗାଁ ଆଉଟ ପୋଷ୍ଟ ଥାନା | ୦୬୬୫୫-୨୭୧୧୧୦ | |
| ୩୮ | ଚୁଡାପାଲି BH | ||
| ୩୯ | ବୈଁରାସର BH |
| କ୍ର. ନଂ | ପୋଲିସ ଥାନା ମାନଙ୍କର ନାମ |
|---|---|
| ୧ | ଟାଉନ ପୋଲିସ ଥାନା ବଲାଙ୍ଗିର |
| ୨ | ଟିଟିଲାଗଡ ପୋଲିସ ଥାନା |
| ୩ | କଣ୍ଟାବାଞ୍ଜି ପୋଲିସ ଥାନା |
| ୪ | ସଦର ପୋଲିସ ଥାନା |
| ୫ | ତୁଷରା ପୋଲିସ ଥାନା |
| ୬ | ଲୋଇସିଙ୍ଗା ପୋଲିସ ଥାନା |
| ୭ | ପାଟଣାଗଡ ପୋଲିସ ଥାନା |
| ୮ | ବେଲପଡା ପୋଲିସ ଥାନା |
| ୯ | ଖପ୍ରାଖୋଳ ପୋଲିସ ଥାନା |
| ୧୦ | ବଙ୍ଗୋମୁଣ୍ଡା ପୋଲିସ ଥାନା |
| ୧୧ | ସଇଁତଳା ପୋଲିସ ଥାନା |
| ୧୨ | ସିନ୍ଧେକେଲା ପୋଲିସ ଥାନା |
| ୧୩ | ତୁରେକେଲ ପୋଲିସ ଥାନା |
| ୧୪ | ଲରମ୍ଭା ପୋଲିସ ଥାନା |
| ୧୫ | ଲାଠୋର ପୋଲିସ ଥାନା |
| ୧୬ | ପୁଇଁନ୍ତଲା ପୋଲିସ ଥାନା |
| ୧୭ | ମୁରିବାହଲ ପୋଲିସ ଥାନା |
ଅଦିବାସୀ/ହରିଜନ ନିର୍ଯାତନା କେସ୍/ମକଦ୍ଦମା
ଗତ ୨୦୧୫ ବର୍ଷରେ ସର୍ବମୋଟ୍ ୧୫୩ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୫ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୫୬ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୩୨ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୬ ବର୍ଷରେ ସର୍ବମୋଟ୍ ୧୨୬ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୦ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୭ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୦୯ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୭ ବର୍ଷରେ ସର୍ବମୋଟ୍ ୧୬୮ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୮୮ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୩ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୫୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୮ ବର୍ଷର ମାର୍ଚ୍ଚ ସୁଦ୍ଧା ସର୍ବମୋଟ୍ ୩୭ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଅଛି ଓ ୩୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି |
| ବର୍ଷ | କେଶ ସଂଖ୍ୟା | କେଶ ସଂଖ୍ୟା (ୟୁ. ଡି) |
|---|---|---|
| ୨୦୧୫ | ୩୩୩୩ | ୨୮୫ |
| ୨୦୧୬ | ୩୬୨୩ | ୩୦୫ |
| ୨୦୧୭ | ୩୬୧୩ | ୩୧୫ |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୭୬୭ | ୮୫ |
| ଅପରାଧ ର ବର୍ଗ | ୨୦୧୫ | ୨୦୧୬ | ୨୦୧୭ | ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ |
|---|---|---|---|---|
| ହତ୍ୟା | ୪୯ | ୨୪ | ୩୪ | ୧୦ |
| ଡକାଇତ | ୫ | ୧୯ | ୧୧ | ୬ |
| ଦସ୍ୟୁତା | ୨୬ | ୫୬ | ୬୦ | ୨୫ |
| ସିନ୍ଧି ଚୋରୀ | ୧୨୭ | ୧୦୫ | ୧୦୭ | ୨୭ |
| ଚୋରୀ | ୨୨୮ | ୧୯୫ | ୧୪୫ | ୩୫ |
| ଧର୍ଷଣ | ୭୩ | ୭୫ | ୬୯ | ୧୧ |
| ଅପହରଣ | ୧୦୮ | ୧୧୪ | ୧୧୦ | ୨୨ |
| ଯୌତୁକ ଜନିତ ହତ୍ୟା | ୧୬ | ୯ | ୯ | ୨ |
| ଯୌତୁକ ଜନିତ ଆତ୍ମହତ୍ୟା | – | ୧ | ୫ | ୧ |
| ଯୌତୁକ ନିର୍ଯ୍ୟାତନା | ୧୩୧ | ୧୪୧ | ୧୧୨ | ୧୭ |
| ଆତ୍ମହତ୍ୟା (ୟୁ.ଡି.) | ୬୯ | ୭୫ | ୫୯ | ୭ |
| ସମ୍ପତି ଜନିତ ଅପରାଧ | ୩୮୬ | ୩୭୪ | ୩୨୩ | ୯୩ |
ଗତ ୩ ବର୍ଷ ର ସଫଳତା
| ଅପରାଧ ର ନାମ | ବର୍ଷ | ବିବ୍ରୁତି (ରିପୋର୍ଟ) | ସନ୍ଧାନ / ଚାର୍ଜ ସିଟ ଦାଖଲ ହୋଇଥିବା ସଂଖ୍ୟା | ସନ୍ଧାନ ହୋଇଥିବା କେଶ ର ହାର |
|---|---|---|---|---|
| ହତ୍ୟା | ୨୦୧୫ | ୪୯ | ୪୩ | ୮୮.୭୫ |
| ୨୦୧୬ | ୨୧ | ୧୯ | ୯୦.୪୭ | |
| ୨୦୧୭ | ୩୪ | ୨୮ | ୮୨.୩୫ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୧୦ | ୫ | ୫୦ | |
| ଡକାଇତ | ୨୦୧୫ | ୫ | ୩ | ୬୦ |
| ୨୦୧୬ | ୧୯ | ୧୭ | ୮୮.୪୭ | |
| ୨୦୧୭ | ୧୧ | ୬ | ୫୪.୫୪ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୬ | ୨ | ୩୩.୩୩ | |
| ଦସ୍ୟୁତା | ୨୦୧୫ | ୨୬ | ୧୮ | ୬୯.୨୩ |
| ୨୦୧୬ | ୫୫ | ୩୯ | ୭୦.୯ | |
| ୨୦୧୭ | ୬୦ | ୩୦ | ୫୦ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୨୫ | ୭ | ୨୮ | |
| ସିନ୍ଧି ଚୋରୀ | ୨୦୧୫ | ୧୨୭ | ୫୯ | ୪୬.୪୫ |
| ୨୦୧୬ | ୧୦୫ | ୫ | ୫୨.୩୮ | |
| ୨୦୧୭ | ୧୦୭ | ୪୭ | ୩୩.୫୭ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୨୭ | ୩ | ୧୧.୧୧ | |
| ଚୋରୀ | ୨୦୧୫ | ୨୨୮ | ୧୧୪ | ୫୦ |
| ୨୦୧୬ | ୧୯୫ | ୯୬ | ୪୯.୨୩ | |
| ୨୦୧୭ | ୧୪୫ | ୫୩ | ୩୬.୩୫ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୩୫ | ୫ | ୧୪.୨୮ | |
| ଧର୍ଷଣ | ୨୦୧୫ | ୭୩ | ୭୦ | ୯୫.୮୯ |
| ୨୦୧୬ | ୭୫ | ୭୨ | ୯୬ | |
| ୨୦୧୭ | ୬୯ | ୬୧ | ୮୮.୪ | |
| ୨୦୧୮ ମାର୍ଚ ପର୍ଯ୍ୟନ୍ତ | ୧୧ | ୧୧ | ୧୦୦ |
ପ୍ରେସ ମିଟ :
ସାଧାରଣତଃ ଜିଲ୍ଲା ପୋଲିସ ଆଇନ ଅନୁମୋଦିତ ଘଟଣା ବା ଜଘନ୍ୟ ଘଟଣା ର ସନ୍ଧାନ ରେ ପ୍ରେସ ମିଟ ଅନୁଷ୍ଠିତ କରିଥାଏ ।
ଅଭିଯୋଗ ପ୍ରତିକାର
ଅଭିଯୋଗ ପ୍ରତିକାର ରବିବାର ଓ ଛୁଟି ଦିନ ଛାଡି ସମସ୍ତ ଦିନ ହୋଇଥାଏ ।
ଫୋନ ନଂ : ୦୬୬୫୨ – ୨୩୨୦୨୦
ସର୍ବୋଚ୍ଚ ଅଧିକାରୀ ଙ୍କ ଠିକଣା :
ପୋଲିସ ନିରୀକ୍ଷକଙ୍କ କାର୍ଯ୍ୟ।ଳୟ , ବଲାଙ୍ଗିର
ଫୋନ ନଂ : ୦୬୬୫୨ – ୨୩୨୦୨୦ (ଅଫିସ), ୨୩୩୦୬୩(ନିବାସ)
ଇମେଲ : spblg.orpol[at]nic.in