ଶିକ୍ଷା

ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ବଲାଙ୍ଗିର

ଉଦ୍ଦେଶ୍ୟ :-

  • ମାଧ୍ୟମିକ ଶିକ୍ଷା ଅଭିଯାନ ଅନୁସାରେ ୫ କିମି ଦୂରତାରେ ଉଚ୍ଚ ବିଦ୍ୟାଳୟ ବ୍ୟବସ୍ଥା କରିବା।
  • ୫ ବର୍ଷ ମଧ୍ୟରେ ନବମ ଓ ଦଶମ ଶ୍ରେଣୀର ସମୁଦାୟ ଉପସ୍ଥାନ ଅନୁପାତ ୭୫% ବୃଦ୍ଧି କରିବା ।
  • ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ବିଦ୍ୟାଳୟରେ ପ୍ରେବେଶ ନେବା ୨୦୧୮ ସୁଦ୍ଧା ସାର୍ବଜନୀନ କରିବା ।
  • ୨୦୨୦ ସୁଦ୍ଧା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଧାରଣ କରିବା ।
  • ସମସ୍ତ ଦିବ୍ୟାଙ୍ଗ/ଅସୁବିଧାଜନକ  ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ବିଦ୍ୟାଳୟରେ ପ୍ରେବେଶ କରାଇବା ।
  • ଶିକ୍ଷାର ମାନ/ଗୁଣ କୁ ବୌଦ୍ଧିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବୃଦ୍ଧି କରିବା ।

କ୍ରିୟାକଳାପ :-

  • ସର୍ବଶିକ୍ଷା ଅଭିଯାନ ଅନୁସାରେ ଅବ୍ୟବହାର୍ଜ୍ୟ ବସତିରେ ନୂତନ ବିଦ୍ୟାଳୟ ଖୋଲିବା ।
  • ମଞ୍ଜୁରିପ୍ରାପ୍ତ ଅନୁସାରେ ନୂତନ ଶିକ୍ଷକ ନିଯୁକ୍କ୍ତି କରିବା ।
  • ବିଜ୍ଞାନାଗାର , ବିଜ୍ଞାନ ଉପକରଣ,କମ୍ପୁଟରିକରଣ , ପୁସ୍ତକାଗାର, କଲାସ୍ଥାପତ୍ୟ ଓ ସଂସ୍କୃତିକଗାର ର ବ୍ୟବସ୍ତା କରିବା ।
  • ଛାତ୍ରୀମାନଙ୍କ  ପାଈଁ ମାଗଣା  ପୁସ୍ତକ  ଯୋଗାଇବା(ପ୍ରାଥମିକ ଶିକ୍ଷା-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ)(ମାଧ୍ୟମିକ ଶିକ୍ଷା-ନବମ ଓ ଦଶମ ଶ୍ରେଣୀ କେବଳ ଅନୁସୂଚିତ ଜାତି ଓ ଜନଜାତି ପାଇଁ)   ।
  • ଶିକ୍ଷକ ଙ୍କୁ ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ଶିକ୍ଷାର ମାନ ବୃଦ୍ଧି କରିବା ।
  • ଶିକ୍ଷକଙ୍କୁ ଶିକ୍ଷା ଉପକରଣ ଯୋଗାଇବା ।
  • ଛାତ୍ରୀଙ୍କୁ ଓ ଅନୁସୂଚିତ ଜାତି  ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଯୋଗାଇବା ।
  • ଅବିଚ୍ଛିନ୍ନ ଶ୍ରେଣୀ ପରିଦର୍ଶନ ଓ ପର୍ଯାଲୋଚନ।  କରିବା ।

ଉଚ୍ଚ ବିଦ୍ୟାଳୟ ସଂଖ୍ୟା ତାଲିକା, ବଲାଙ୍ଗିର   :-

  • ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୧୧୪
  • କ୍ରମୋନ୍ନିତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୭୮
  • ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୨୯
  • ନୂତନ ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୧୧୯
  • ସଂସ୍କୃତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୩
  • ଅନୁସୂଚିତ ଜନଜାତି ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୭
  • ବିଜ୍ଞାପିତ ଚାଳିତ ବିଦ୍ୟାଳୟ ସଂଖ୍ୟା – ୦
  • ମାନ୍ୟତାପ୍ରାପ୍ତ ଅଣ ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା – ୨୩
  • ଏକକ୍ରିୟା ବିଦ୍ୟାଳୟ ସଂଖ୍ୟା – ୨
  • ନବୋଦୟ ବିଦ୍ୟାଳୟ ସଂଖ୍ୟା- ୧
  • ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା- ୧୪
  • ଓଡିଶା ଆଦର୍ଶ ବିଦ୍ୟାଳୟ ସଂଖ୍ୟା- ୧୦
  • ମାଦ୍ରାସା ବିଦ୍ୟାଳୟ ସଂଖ୍ୟା- ୦

ସମୁଦାୟ ବିଦ୍ୟାଳୟ ସଂଖ୍ୟା – ୪୦୦

ସମୁଦାୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା- ୭୪୦

ସମୁଦାୟ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା- ୧୨୬୭

ପରିକଳ୍ପନା :-

  • ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତିର ବ୍ୟବସ୍ଥା ।
  • ଜାତୀୟ ଗ୍ରାମୀଣ ମେଧା ବୃତ୍ତି (NRTS) ଓ ମଧ୍ୟ ଇଂରାଜୀ (M.E. Merit)ଛାତ୍ରବୃତ୍ତି ( ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ) ମ।ଧ୍ୟମିକ ଶିକ୍ଷା ପରିଷଦ ମ।ଧ୍ୟମରେ ।
  • NMMS/ NTS  ମେଧା ବୃତ୍ତି ମାସକୁ ୫୦୦ ଟଙ୍କା ର ବ୍ୟବସ୍ଥା ।
  • ନିର୍ଦେଶକ , ଶିକ୍ଷକ ତାଲିମ କେନ୍ଦ୍ର, ଭୁବନେଶ୍ଵର ଙ୍କ ଦ୍ଵାରା ପରିଚାଳନା ।
  • Inspire Award  ପାଇଁ ୫୦୦୦ ଟଙ୍କା ଲେଖାଏଁ ଗୋଟିଏ ପିଲା ପ୍ରତି ସ୍କୁଲ କୁ ଯୋଗାଇବା ।
  • ପଠାଣି ସାମନ୍ତ ବୃତ୍ତିର ବ୍ୟବସ୍ଥା କରିବା ।
  • ଜୁନିୟର ବିଜ୍ଞାନ ଓ ଗଣିତ ଅଲମ୍ପିଆଡ ନିର୍ଦେଶକ, ଶିକ୍ଷକ ତାଲିମ କେନ୍ଦ୍ର , ଭୁବନେଶ୍ବର ଙ୍କ ଦ୍ଵାରା ପରିଚାଳିତ ।
  • Turner ଓ  Latrine Maker ଙ୍କ  ପାଇଁ ବୃତ୍ତି  ବ୍ୟବସ୍ଥା ।
  • ମାଛ ଧରାଳି ପରିବାର ର ଛ।ତ୍ର ମାନଙ୍କ ପାଇଁ ବୃତ୍ତି ବ୍ୟବସ୍ଥା  ଯୋଗାଇବା ।
  • ସ୍ଵତନ୍ତ୍ର ବ୍ୟବସ୍ଥା  ରେ ୩୦୦୦ ଟଙ୍କ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନବମ ଶ୍ରେଣୀର ଛାତ୍ରୀଙ୍କ ପାଇଁ ଯୋଗାଇବା ।
  • ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ସାଇକେଲ ବଣ୍ଟନ ( ଟ॰ ୨୬୦୦ ଙ୍କ। ପିଲା ପ୍ରତି ) ବ୍ୟବସ୍ଥା ।
  • ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଜରିଆରେ ସମସ୍ତ   ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଚ୍ଛତ୍ରିଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ।

ମଧ୍ୟ।ନ୍ନ ଭୋଜନ :

  • ମଧ୍ୟ।ନ୍ନ ଭୋଜନ ଯୋଗାଇବା ପାଇଁ ଜିଲ୍ଲା ନୋଡାଲ ଅଫିସର – ଜିଲ୍ଲା ଶିକ୍ଷା ଅଧିକାରୀ , ବଲାଙ୍ଗିର ।
  • ଶ୍ରୀ କବି ସାହୁ ପରିବହନ ପ୍ରତିନିଧି ଙ୍କୁ ବଲାଙ୍ଗିର ଜିଲ୍ଲା ର ସମସ୍ତ ବ୍ଲକର ଛାତ୍ର ଛାତ୍ରୀଙ୍କୁ(ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ମଧ୍ୟ।ନ୍ନ ଭୋଜନ ଚାଉଳ ଯୋଗାଣ ପାଇଁ ଦାୟିତ୍ଵ ଦିଆଯାଇଛି ।

୧୪ ଗୋଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ

  • ଆଗଲପୁର
  • ବଲାଙ୍ଗିର
  • ବଙ୍ଗୋମୁଣ୍ଡା
  • ବେଲପଡା
  • ଦେଓଗାଁ
  • ଗୁଡଭେଲ।
  • ଖପ୍ରାଖୋଳ
  • ଲୋଇସିଂହ।
  • ପାଟଣାଗଡ
  • ପୁଇଁତଲା
  • ସଇଁତଲା
  • ଟିଟିଲାଗଡ
  • ତୁରେକେଲା

କାର୍ଯ୍ୟ।ଳୟ ଠିକଣା :

ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ
ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପାଖରେ
ନି/ପୋ/ଜି॰ – ବଲାଙ୍ଗିର
ପିନ – ୭୬୭୦୦୧
ଫୋନ- ୦୬୬୫୨ -୨୩୨୯୧୬
ଇ ମେଲ –deobolangir.sme@nic.in / deobolangir05@gmail.com