ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା

ଉପକ୍ରମ:-

ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ଏକ ମୁଖ୍ୟ ବାଣିଜ୍ୟକେନ୍ଦ୍ରିକ ସହର । ରୂଚିସମ୍ପନ୍ନ ମନ୍ଦିର ଗୁଡିକ ସହିତ ଗର୍ଦ୍ଧମାର୍ଦ୍ଦନ ପାହାଡ ଏହି ଜିଲ୍ଲାରେ ଅନ୍ତର୍ଗତ ଅଟେ । ଏହି ପାହାଡ ଉପରେ ହରିଶଙ୍କର ନାମକ ଏକ ଅତିସୁନ୍ଦର ବଣଭୋଜି କରିବାର ସ୍ଥାନ ଅବସ୍ଥିତ । ଅନେକଗୁଡିଏ ଅଦ୍ୱିତୀୟ କିର୍ତୀ ସହିତ ବହିଯାଉଥିବା ଝରଣାଗୁଡିକର କୁଳୁକୁଳୁ ନାଦ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ବଲାଙ୍ଗିର ଜିଲ୍ଲା ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦର୍ଶନୀୟ ସ୍ଥାନ ଯଥା – ହରିଶଙ୍କର, ପାପକ୍ଷୟ ଘାଟ, ନବଗ୍ରହ କୁଣ୍ଡ, ତୁରେକେଲା, ଯୋଗିସର୍ଡା ଏବଂ ରାଣିପୁର ଝରିଏଲ ପାଇଁ ଗର୍ବିତ ଅଟେ/ ସମ୍ମାନର ଅଧିକାରୀ ଅଟେ ।

ବିଜୁ ସ୍ୱସ୍ତ୍ୟ କଲ୍ୟାଣ ଯୋଜନା

 

ବଲାଙ୍ଗିର ଜିଲ୍ଲା ବିଷୟରେ ସାଧାରଣ ତଥ୍ୟ

୨୦୧୧ ର ଜନଗଣନା ଅନୁଯାୟୀ
କ୍ରମିକ ନଂବିବରଣୀସଙ୍ଖ୍ୟାନୁଯାୟୀ
1କ୍ଷେତ୍ରଫଳ୬୫୭୮ ବର୍ଗ କିଲୋମିଟର
2ମୋଟ ଜନସଂଖ୍ୟା୧୬୪୮୫୭୬
 ପୁରୁଷ୮୩୧୩୪୯
 ମହିଳା୮୧୭୨୨୫
3ଶିଶୁସଂଖ୍ୟା 
 ୦-୧ ବର୍ଷର ଶିଶୁ୩୪୧୫୧
 ୧-୬ ବର୍ଷର ଶିଶୁ୧୭୨୮୧୩
 ପୁରୁଷ୧୦୬୦୯୦
 ମହିଳା୧୦୦୮୭୪
4ଗ୍ରାମ ସଂଖ୍ୟା୧୭୯୨
5ବ୍ଲକ ସଂଖ୍ୟା୧୪
6ଗ୍ରାମ୨୮୫
7ଜନସଂଖ୍ୟାର ଘନତ୍ୱ୨୫୧
8ଲିଙ୍ଗହାର୯୮୩/୧୦୦୦
9ମୋଟ ଶିକ୍ଷିତ ହାର୬୫.୫୦%
 ପୁରୁଷ ଶିକ୍ଷିତ ହାର୭୭.୦୮%
 ମହିଳା ଶିକ୍ଷିତ ହାର୫୩.୭୭%
10ପ୍ରାକୃତିକ ବର୍ଦ୍ଧିତ ହାର୧୦.୬
11ଅଶୋଧିତ ଜନ୍ମହାର୨୧.୧
12ଅଶୋଧିତ ମୃତ୍ୟୁ ହାର୧୦.୫
13ମାତୃ ମୃତ୍ୟୁ ହାର୧୯୮/୧୦୦୦୦
14ଶିଶୁ ମୃତ୍ୟୁ ହାର୪୫/୧୦୦୦
15ଦମ୍ପତି ସୁରକ୍ଷା ହାର୪୮
16ଯୋଗ୍ୟ ଦମ୍ପତି ସଂଖ୍ୟା୩୦୪୯୭୮
17ଟି.ଏଫ.ଆର୨.୪
ସ୍ୱାସ୍ଥ୍ୟ ଭିର୍ତି ସଂରଚନା
କ୍ରମିକ ନଂସ୍ୱାସ୍ଥ୍ୟ ଭିର୍ତି ସଂରଚନାସଂଖ୍ୟା
1ଜିଲ୍ଲା ଚିକିତ୍ସାଳୟ ସଂଖ୍ୟା
2ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସଂଖ୍ୟା
3ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା୧୫
4ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ସହିତ୧୫
5ଓଚଐଝ କୁ ପାହ୍ୟା ବୃଦ୍ଧି ପାଇଁ ବଛାହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର୧୫
6ବିଶେଷଜ୍ଞ ଥିବା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର୧୫
7ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ସର୍ବେଷଣ ସୁବିଧା
8ଘୋଷିତ ହୋଇଥିବା ସଂଖ୍ୟା
9କାର୍ଯ୍ୟରତ ସଂଖ୍ୟା
10ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସଂଖ୍ୟା (ଆଂଚଳିକ ସ୍ତରରେ)୪୨
11ତିନୋଟି ନର୍ସ କର୍ମଚାରୀ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
12ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
13ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର୧୦
14ହାତକୁ ନେଇଥିବା ସଂସ୍ଥା ସଂଖ୍ୟା
15ମୋବାଇଲ ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥା୨୮
16ଔଝଣ ଦ୍ୱାରା ଅଧିସ୍ୱିକୃତି ପାଇଥିବା ବେସରକାରୀ ଚିକିତ୍ସାଳୟ
17ଶବ ବ୍ୟବଚ୍ଛେଦ କେନ୍ଦ୍ର ସଂଖ୍ୟା
18ଉପକେନ୍ଦ୍ର ସ୍ତରୀୟ କେନ୍ଦ୍ର ସଂଖ୍ୟା୨୩୬
19ଟୀକାକରଣ କେନ୍ଦ୍ର ସଂଖ୍ୟା୮୫୪
20ଅନ୍ୟାନ୍ୟ ଚିକିତ୍ସାଳୟ ସଂଖ୍ୟା
21ଅଂଚଳ ସଂଖ୍ୟା୫୦
22ସରକାରୀ ଗୃହ ଥିବା ଉପକେନ୍ଦ୍ର ସଂଖ୍ୟା୮୬
23ଇଘଗ ପ୍ରଶିକ୍ଷଣ ବିଦ୍ୟାଳୟ
24ଜିଲ୍ଲା ତାଲିମ କେନ୍ଦ୍ର ସଂଖ୍ୟା
25ଆୟୁର୍ବେଦିକ ଚିକିତ୍ସାଳୟ ସଂଖ୍ୟା
26ହୋମିଓପାଥିକ ଚିକିତ୍ସାଳୟ ସଂଖ୍ୟା
27ଜିଲ୍ଲାର ମୋଟ ଆଶା ସଂଖ୍ୟା୧୩୫୬

ଜିଲ୍ଲା ବିଷୟରେ

  • କ୍ଷେତ୍ର : ୬୫୬୮ବର୍ଗ କି.ମି
  • ମୁଖ୍ୟାଳୟ : ବଲାଙ୍ଗିର
  • ଉପଖଣ୍ଡ ସ୍ତର : ୩
  • ବ୍ଳକ : ୧୪
  • ପୌରସଂସ୍ଥା : ୨
  • ବିଜ୍ଞାପିତ ଅଂଚଳ ପରିଷଦ : ୩
  • ତାଲୁକା ସଂଖ୍ୟା : ୧୪
  • ଚିକିତ୍ସାଳୟର ଶଯ୍ୟା ସଂଖ୍ୟା :୫୭୧
  • ଜଙ୍ଗଲ : ୧୫୪୩.୮୫ ବଗ କି.ମି
  • ବିଧାନସଭା : ୫
  • ଗ୍ରାମ : ୧୭୯୨
  • ଗ୍ରାମପଂଚାୟତ : ୨୮୫
  • ସହର : ୪
  • ଉତାପ : ୪୬.୧ (ସର୍ବାଧିକ), ୩.୧ (ସର୍ବନିମ୍ନ)
  • ବର୍ଷା : ୧୩୧୫.୬ ମି.ମି
  • ମୋଟ ମେଡିକାଲ କେନ୍ଦ୍ର : ୬୨

ଉଚ୍ଚାଧିକାରୀଙ୍କ ଠିକଣା

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ
ମାର୍ଫତ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିର, ପୋ./ଜିଲ୍ଲା – ବଲାଙ୍ଗିର
ପିନ୍ – ୭୬୭୦୦୧, ଫୋନ – ୦୬୬୫୨-୨୩୨୨୪୩
ଇମେଲ – dsubolangir[at]gmail.com