ବଲାଙ୍ଗିର ଜିଲ୍ଲାର ଭ୍ରମଣ କାର୍ଯ୍ୟକ୍ରମ

ପ୍ରଥମ ଦିନ

ସମୟ – ୦୭.୩୦ଏମ to ୦୬.୦୦ପିମ ପୁରୁଣା ବଲାଙ୍ଗିର

ମା ପାଟନେଶ୍ଵରୀ ମନ୍ଦିର, ହରିଶଙ୍କର ମନ୍ଦିର, ଜଳ ମହାଦେବ ମନ୍ଦିର, ନୃସିଂହନାଥ ମନ୍ଦିର ।

ଦ୍ୟୁତିୟ ଦିନ

ସମୟ – ୦୮.୦୦ଏମ to ୦୬.୦୦ପିମ ପୁରୁଣା ବଲାଙ୍ଗିର

ଭୀମ ଡୁଙ୍ଗରୀ, ଯୋଗୀଶର୍ଡା ମନ୍ଦିର, ଗାଇଖାଇ ମଆଇପି , ମା ଦୂର୍ଗା ମନ୍ଦିର, ଶ୍ରୀ ରାମ ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର, ମା ସମଲେଇ ମନ୍ଦିର ଏବଂ ବଲାଙ୍ଗିର ସହରରେ କିଣାବିକା ।

ତୃତୀୟ ଦିନ

ସମୟ- ୦୭.୦୦ଏମ ପୁରୁଣା ବଲାଙ୍ଗିର
ସଇଁତଳା ଚଣ୍ଡୀ ମନ୍ଦିର, ରାନୀପୁର-ଝରିଆଲ, କୁମୁଡ ପାହାଡ ଏବଂ ଟିଟିଲାଗଡ ରେଳ ସ୍ଟେଶନ ରୁ ପ୍ରସ୍ଥାନ ।

ଭ୍ରମଣ ଶେଷ ।