ବଲାଙ୍ଗିର ଜିଲ୍ଲାର ସମାଜ କଲ୍ୟାଣ
ମହିଳା ଏବଂ ଶିଶୁ ବିକାଶ ବିଭାଗ ର ଯୋଜନା ଗୁଡିକୁ ସୂଚାରୁ ରୂପେ କାର୍ଯ୍ୟ କାରୀ କରିବା ନିମନ୍ତେ ବଲାଙ୍ଗିର ଜିଲ୍ଲା ରେ 14 ଗୋଟି ସମନୁଇତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ପ୍ରାୟ 2660 ଟି ଅଙ୍ଗନ ବାଡି କେନ୍ଦ୍ର କାର୍ଯ୍ୟ କାରୀ ହେଉଅଛି ।
ଓଡିଶାରେ ମହିଳା ଏବଂ ବାଳିକା ଚାଲାଣ ର ମାଧ୍ୟାମିକ ତଥ୍ୟ ର ମାନଚିତ୍ରଣ
ପରିଚୟକରଣ
ପ୍ରତିବାଦୀ ଙ୍କ ନାମ – ଟଙ୍କଧର ମାହାକୁଡ ( ସମ୍ପାଦକ )
ଅନୁଷ୍ଠାନ – ପଲ୍ଲିନିକେତନ
ସଂଚାଳନ ର କ୍ଷେତ୍ର – ବଲାଙ୍ଗିର ଜିଲ୍ଲା ମଧ୍ୟରେ
ସଂସ୍ଥାପିତ ବର୍ଷ – ୧୯୮୦
ସ୍ଵାଧାର ଯୋଜନା ର ପରିଚାଳନା ବର୍ଷ – ୧.୧୧.୨୦୦୭
ସ୍ଵାଧାର ଯୋଜନା ର ସଂଚାଳନ ର କ୍ଷେତ୍ର – ବଲାଙ୍ଗିର ଜିଲ୍ଲା ମଧ୍ୟରେ
ସ୍ଵାଧାର ପରିଚାଳନା ନିମନ୍ତେ ଜନଶକ୍ତି ସଂଲଗ୍ନ
| କ୍ରମିକ ନଂ | ନାମ | ପଦବୀ | ସ୍ଥାୟୀ / ଅସ୍ଥାୟୀ |
|---|---|---|---|
| ୧ | ଦିବ୍ୟେଶ୍ଵରୀ ଗଡୁଆ | ନିରୀକ୍ଷିକ | ସ୍ଥାୟୀ |
| ୨ | ରଶ୍ମିତା ସାହୁ | ପରାମର୍ଶଦାତା | ସ୍ଥାୟୀ |
| ୩ | ନାରଦ ଛତର | ହିସାବ ରକ୍ଷକ | ସ୍ଥାୟୀ |
| ୪ | ଡ. ମନରମା ଶତପଥୀ | ଡାକ୍ତର | ଅସ୍ଥାୟୀ |
| ୫ | ଅମର୍ ସିଙ୍ଗ ନାୟକ | ସେବକ | ସ୍ଥାୟୀ |
| ୬ | ମନୋଜ ଖମାରି | ସେବକ | ସ୍ଥାୟୀ |
ସ୍ଵାଧାର ପରିଚାଳନା ନିମନ୍ତେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସୂଚନା
| କ୍ରମିକ ନଂ | ନାମ | ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିବା ବିଭାଗ | ସଂଖ୍ୟା (ନଂ ) |
|---|---|---|---|
| ୧ | ଦିବ୍ୟେଶ୍ଵରୀ ଗଡୁଆ | ଗୃହ ପରିଚାଳନା , ଶିଶୁ ଯତ୍ନ , ଯେ ଯେ ଆକ୍ଟ , ଏଚ ଆଇଭି ଏଡ୍ସ | ୫ |
| ୨ | ରଶ୍ମିତା ସାହୁ | କାଉନ୍ସିଲିଙ୍ଗ ଏବଂ ଅବବୈଧ ଅନୁଷ୍ଠାନ କେୟାର ଓଫ ଚାଇଲ୍ଡ | ୨ |
| ୩ | ଡ. ମନରମା ଶତପଥୀ | ଆଇ ଏମ ଏନ ସି ଆଇ , ଏମ ସି ଏଚ | ୧୦ |
| ୪ | ନାରଦ ଛତର | ଆକାଉଣ୍ଟିଂ , ଟାଲି , ଏଚ ଆଇ ଭି , ଏଡସ | ୫ |
ପରିଚାଳନା ପରିମାଣ ଏବଂ ସଫଳତା
ଚାଲାଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଉଦ୍ଧାର ଏବଂ ଥଇଥାନ ର ବିସ୍ତ୍ରୁତ ବିବରଣୀ
| କ୍ର ନଂ | ବର୍ଷ | ଶିଶୁ ଝିଅ | କିଶୋରୀ ଝିଅ | ତରୁଣା ମହିଳା | ବୟସ୍କ ମହିଳା | ଅନ୍ୟାନ୍ୟ |
|---|---|---|---|---|---|---|
| ୧ | ୨୦୧୨-୧୩ | — | ୬ | ୩ | — | |
| ୨ | ୨୦୧୩-୧୪ | — | ୧୩ | ୫ | ୨ | — |
| ୩ | ୨୦୧୪-୧୫ | — | ୧୮ | ୫ | ୩ | — |
| ୪ | ୨୦୧୫-୧୬ | — | ୨୦ | ୪ | ୫ | ୩ |
| ୫ | ୨୦୧୬-୧୭ | — | ୧୮ | ୮ | ୯ | ୩ |
| ମୋଟ | — | ୭୫ | ୨୫ | ୧୯ | ୬ |
ଚାଲାଣ ରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ସାମାଜିକ ବିବରଣୀ
| କ୍ରମିକ ନଂ | ସାମାଜିକ ପାର୍ଶ୍ବଚିତ୍ର | ଝିଅ | ମହିଳା | ମୋଟ |
|---|---|---|---|---|
| କ | ସାମାଜିକ ଶ୍ରେଣୀ | |||
| ୧ | ଜନଜାତି | ୩୦ | ୧୩ | ୪୩ |
| ୨ | ଅନୁସୂଚିତ ଜାତି | ୧୭ | ୧୫ | ୩୨ |
| ୩ | ଅନ୍ୟାନ୍ୟ ପଛୁଆ ବର୍ଗ | ୨୦ | ୩୧ | ୪୧ |
| ୪ | ସାଧାରଣ ବର୍ଗ | ୫ | ୪ | ୯ |
| ମୋଟ | ୧୨୫ | |||
| ଖ | ଧର୍ମ | |||
| ୧ | ହିନ୍ଦୁ | ୭୦ | ୫୨ | ୧୨୩ |
| ୨ | ମୁସ୍ଲିମ | ୧ | ୧ | |
| ୩ | ଖ୍ରୀଷ୍ଟୀୟାନ | ନୀଲ | ||
| ୪ | ମାଇନରୀଟିଜ(ଅଳ୍ପସଙ୍ଖ୍ୟକ) | ୧ | ୧ | |
| ମୋଟ | ୧୨୫ | |||
| ଗ | ଶିକ୍ଷା | |||
| ୧ | ଶିକ୍ଷିତ | ୬ | ୧୯ | ୨୫ |
| ୨ | ପ୍ରାଥମିକ | ୮ | ୧୬ | ୨୪ |
| ୩ | ମାଧ୍ୟମିକ | ୨୧ | ୨୬ | ୪୭ |
| ୪ | ଦଶମ | ୩ | ୮ | ୧୦ |
| ୫ | ଯୁକ୍ତ ଦୁଇ | ୧୧ | ୪ | ୧୫ |
| ୬ | ଗ୍ରେଡୁଏଟ | ୪ | ୪ | |
| ୭ | ପୋଷ୍ଟ ଗ୍ରେଡୁଏଟ | |||
| ୮ | ଧନ୍ଦାମୂଳକ ଶିକ୍ଷା | |||
| ୯ | ଅନ୍ୟାନ୍ୟ | |||
| ମୋଟ | ୧୨୫ | |||
| ଘ | ବୈବାହିକ ସ୍ଥିତି | |||
| ୧ | ବିବାହିତ | ୧୬ | ୧୬ | |
| ୨ | ଅବିବାହିତ | ୪୬ | ୬୩ | ୧୦୯ |
| ୩ | ଛାଡପତ୍ର / ଭିନତ୍ର ରହୁଥିବା | |||
| ୪ | ବିଧବା | |||
| ମୋଟ | ୧୨୫ |
ଗତ ୫ ବର୍ଷ ରେ ସ୍ଵତନ୍ତ୍ର ସ୍ବୀକୃତି ପ୍ରାପ୍ତ ଚାଲାଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଉଦ୍ଧାର ଏବଂ ଥଇଥାନ ର ବିବରଣୀ
| ବିଭାଗ | ଗତ ୫ ବର୍ଷ | ଗତ ବର୍ଷ |
|---|---|---|
| ଭିନ୍ନକ୍ଷମ (ଶାରୀରିକ): | ||
| ଭିନ୍ନକ୍ଷମ (ମାନସିକ): | ୩ | |
| ଏଚ ଆଇ ଭି ସଂକ୍ରମିତ : | ||
| ନିରାଶ/ ପରିତ୍ୟକ୍ତ : | ||
| ଅନ୍ୟାନ୍ୟ ସାମାଜିକ ସ୍ତରରେ ବହିସ୍କୃତ |
ଗତ ୫ ବର୍ଷ ରେ ହସ୍ତଗତ ହୋଇଥିବା ଶୋଷଣ / ଅତ୍ୟାଚାର ର ତଥ୍ୟ ଅନୁଯାୟୀ ଚାଲାଣ ର ଶିକାର ହୋଇଥିବା ପୀଡ଼ିତା ଙ୍କ ସବିଶେଷ ବିବରଣୀ
| କ୍ରମିକ ନଂ | ଶୋଷଣ ର ପ୍ରକାର | ଝିଅ | ମହିଳା | ମୋଟ |
|---|---|---|---|---|
| ୧ | ଜବରଦସ୍ତି ଯୌନ ଶୋଷଣ /ବ୍ୟବସାୟିକ କ୍ଷେତ୍ରରେ ଯୌନ କାର୍ଯ୍ୟ | ୨୦ | ୨୦ | ୪୦ |
| ୨ | ଯୌନ ପର୍ଯ୍ୟଟନ / ଫୋଟୋଗ୍ରାଫୀ (ଅଶ୍ଳୀଳ ଚିତ୍ର) | |||
| ୩ | ବାଧ୍ୟତା ର ସହ ମଜଦୁରି କରେଇବା /ଗୃହ ପାଳିତ ଭାବେ ଗୁଲାମି କରେଇବା | ୩୦ | ୨୦ | ୫୦ |
| ୪ | ଝିଅ ଶିଶୁ ମଜଦୁରି | |||
| ୫ | ବାଧ୍ୟତା ର ସହ ଭିକ ମାଗିବା | |||
| ୬ | ବନ୍ଧକ ରଖିଥିବା ମଜଦୁର/ଖେତିବାଡି ମଜଦୁର | ୧୧ | ୯ | ୨୦ |
| ୭ | ରାସ୍ତା କଡା ରେ ଫେରିବାଲା / ବିକ୍ରେତା ଭାବେ କାର୍ଯ୍ୟ କରିବା | |||
| ୮ | ହାଣ୍ଡିଆ /ଦେଶୀ ମଦ ଦୋକାନ | |||
| ୯ | ଅନ୍ୟାନ୍ୟ ( ବାଧ୍ୟ କରିକି ବିବାହ କରେଇବା) | ୧୦ | ୫ | ୧୫ |
| ମୋଟ | ୧୨୫ |
ଗତ ୫ ବର୍ଷ ରେ ଚାଲାଣ ରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ବିବରଣୀ ।
| କର୍ମିକ ନଂ | ଚାଲାଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଉଦ୍ଧାର ର ସ୍ରୋତ | ମହିଳା | ଝିଅ | ମୋଟ |
|---|---|---|---|---|
| 1 | ବେଶ୍ୟାଳୟ | |||
| 2 | ଯୌନ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ବେସରକାରୀ ଘର/ ସ୍ଥାନ | ୧୫ | ୧୬ | ୩୦ |
| 3 | ହୋଟେଲ/ ଲଡ୍ଗ / ଢାବା | |||
| 4 | ରେଲୱେ ପ୍ଲ୍ଯାଟଫର୍ମ / ବାସଷ୍ଟାଣ୍ଡ | ୧୫ | ୨୦ | ୩୫ |
| 5 | କ୍ଲବ/ଡ୍ୟାନ୍ସ ବାର / ଓପେରା ସଂଘ / ସର୍କସ | |||
| 6 | ଉଦ୍ଯୋଗ/ ବ୍ୟବସାୟିକ ସଂସ୍ଥାପନ | |||
| 7 | ଲୋକାଲ ସି ବି ଓ / ଏନ ଜି ଓ | |||
| 8 | ସରକାରୀ ଆଗ ଧାଡିର କର୍ମୀ | |||
| 9 | ପୋଲିସ ବିଭାଗ | ୨୦ | ୧୮ | ୩୮ |
| 10 | ଅନ୍ୟାନ୍ୟ | ୨୨ | ୨୨ |
ଆଧାରିତ ତଥ୍ୟ ଅନୁଯାୟୀ ମହିଳା ଓ ବାଳିକା ଚାଲାଣ କୁ ପ୍ରତିରୋଧ ନିମନ୍ତେ ମୁଖ୍ୟ ଉସ୍ସ ବିନ୍ଦୁ / ସ୍ଥଳ ( ବ୍ଲକ/ସହର/ଗ୍ରାମ ପଞ୍ଚାୟତ/ ଗ୍ରାମାଞ୍ଚଳ ) ଗୁଡିକ କଣ ?
ଉ: ଗ୍ରାମ, ଗ୍ରାମ ପଞ୍ଚାୟତ , ବ୍ଲକ
ଆପଣଙ୍କ ପାଖରେ ଉପଲବ୍ଧ ନଥିଭୁକ୍ତ ତଥ୍ୟ ଏବଂ ମନ୍ତବ୍ୟ ଅନୁସାରେ ମହିଳା ଓ ବାଳିକା ( ଉଭୟ ରାଜ୍ୟ ଭିତରେ ଓ ବାହାରେ ) ମାନଙ୍କ ଚାଲାଣ ର ପ୍ରମୁଖ ଗନ୍ତବ୍ୟ ସ୍ଥଳ କଣ ?
ଉ: ରାଜ୍ୟ ଭିତରେ – ଭୁବନେସ୍ଵର , କଟକ, ସମ୍ବଲପୁର
ଆପଣଙ୍କ କାର୍ଯ୍ୟ କାରିତା/ ନିୟନ୍ତ୍ରଣାଧୀନ କ୍ଷେତ୍ର ରେ କେଉଁ କାରକ ଏକ ଗନ୍ତବ୍ୟ / ସଞ୍ଚାରକାଳ ବା ଉସ୍ଵ ରୂପେ ବାଳିକା ଓ ମହିଳା ମାନଙ୍କ ଚାଲାଣ କ୍ଷେତ୍ର ରେ ପରିଗଣିତ ?
ଉ :
ଉସ୍ଵ
ଏହି କ୍ଷେତ୍ର ରେ ଚାଲାଣ ବିଭନ୍ନ କାରଣ / କାରଣ ଲିଙ୍ଗ ଭେଦ , ନିରକ୍ଷରତା, ଯୌନ ଶିକ୍ଷା ର ଅଭାବ , ମହିଳା ମାନଙ୍କ ବିରୁଦ୍ଧରେ ହିଂସା , ଭେଦ୍ୟତା, ବାଳିକା ମାନଙ୍କୁ ହେୟଜ୍ଞାନ ଏବଂ ଶେଷରେ ବିଭିନ୍ନ ପ୍ରକାର ସୁବିଧାର ଅଭାବ ଇତ୍ୟାଦି ।
ଲକ୍ଷସ୍ଥଳ
ଗନ୍ତବ୍ୟ ପାଇଁ ବିଭିନ୍ନ କାରଣ ଗୁଡିକ ହେଲା – କର୍ମ ନିଯୁକ୍ତି , ବିବାହ ର ପ୍ରତିଶ୍ରୁତି , ଉନ୍ନତ ଜୀବନର ପ୍ରତିଶ୍ରୁତି , ଘରୋଇ ଏବଂ ଯୌନ ସେବାର ଦାବି , ଛୋଟ / ଯୁବ ତଥା କୁଆଁରୀ ବାଳିକା ମାନଙ୍କ ଚାହିଦା ଇତ୍ୟାଦି ଏବଂ ଶେଷରେ ଯୌନ ବ୍ୟାପାର ।
ପୁନରୁଦ୍ଧାର ଏବଂ ପୁନଃ ଥଇଥାନ ର ପ୍ରାସଙ୍ଗିକ ଅନୁଭବ ।
ଗତ ୫ ବର୍ଷ ଧରି ସଂଗଠନ, ଜିଲ୍ଲାରେ ମହିଳା ଏବଂ ବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ଆଶ୍ରୟ ପରାମର୍ଶ ଏବଂ ପୁନଃ ଥଇଥାନ/ ପୂର୍ଣ ବାସ ରେ ଅନ୍ତର୍ଭୁକ୍ତ ।
ସୁରକ୍ଷା ଏବଂ ପୁନଃ ଥଇଥାନ ର ପ୍ରକ୍ରିୟା ରେ ଆପଣ ବଡ ବାଧା ( ଉଦାହରଣ ସ୍ୱରୂପ : ଗଠନାତ୍ମକ , ଭିତ୍ତି ସଞ୍ଚାରଣ ଏବଂ ଆର୍ଥିକ) ର ଅନୁଭବ କରିଛନ୍ତି କି । ଏବଂ ଏହି ସ୍ଥିତି କୁ ଆପଣ କୀଉନ ଉପାଯରେ ମୁକାବିଲା କରିବେ ?
| ବାଧା | ଉପାୟ |
|---|---|
| ଜରୁରୀ ଅର୍ଥର ଅଭାବ | ବିଭିନ୍ନ ସଂଗଠନ ର ଅଂଶଦାନ ରୁ ବ୍ୟବସ୍ଥିତ କରିବା |
| ଉଦ୍ଧାର ଓ ସଜ୍ଜୀକରଣ ନିମନ୍ତେ | ଉତ୍ତରାଧୀକାରୀ ମତେ |
| ନିଜର ଯାନବାହାନ | |
| ଜମି ଓ କୋଠାଘର ନିମନ୍ତେ ବ୍ୟବସ୍ଥା | ଭଢାଘର |
ଚାଲାଣ ପୀଡ଼ିତା ଙ୍କୁ କେଉଁ କେଉଁ ପ୍ରକାରର ସ୍ୱାସ୍ଥ୍ୟ , ମାନସିକ – ସାମାଜିକ ତଥା ଆଇନତଃ ସୁବିଧା ଉପଲବ୍ଧ କରାଯାଉଛି ?
ଉ: ଡାକ୍ତର ଏବଂ ସଂଗଠନ ର ଆଇନ ପରମାର୍ଶଦାତା ଙ୍କ ଦ୍ଵାରା ।
ଦୟାକରି କହିବେ କି ଚାଲାଣ ର ଶିକାର ବ୍ୟକ୍ତିଙ୍କ ପୁନରୁଦ୍ଧାର ଓ ଥଇଥାନ ପାଇଁ କେଉଁ କେଉଁ ପ୍ରକାରର ସଂଗଠନାତ୍ମକ , ଭିତ୍ତୀୟ ଏବଂ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ରହୁଛି ?
ଉ: ଆମକୁ ଯାନବାହାନ ପରିଚାଳନା କ୍ଷେତ୍ରରେ ଉପସ୍ଥିତ ଥିବା ବିଭିନ୍ନ ଲାଇନ ବିଭାଗ ର ସମର୍ଥନ ତଥା ଶୋଷଣ ର ଶିକାର ବ୍ୟକ୍ତିଙ୍କ ପୁନଃ ଥଇଥାନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣ ର ଅର୍ଥ ରାଶି ଆବଶ୍ୟକତା ରହିଛି ।
ଆପଣ ଆପଣଙ୍କ ପରିଚାଳନା କ୍ଷେତ୍ର ରେ ମହିଳା ଏବଂ ବାଳିକା ମାନଙ୍କ ଚାଲାଣ କୁ ପ୍ରତିହତ କରିବା ପାଇଁ କି କି ଉପାୟ / ହସ୍ତକ୍ଷେପ ର ପ୍ରସ୍ତାବ ଦେବେ ?
ଉ : ଏହି ପରିପ୍ରେକ୍ଷୀ ରେ ସ୍ଥାନୀୟ ଗୋଷ୍ଠୀର ସହାୟତାରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋରମ ଗହଣା କରି ବୃହତ ଆକାରରେ ଜଣ ସଚେତନ କାର୍ଯ୍ୟ କ୍ରମ ର ଆୟୋଜନ ଦ୍ଵାରା ବିଭିନ୍ନ ପ୍ରକାରର ଉନ୍ନୟନ କାର୍ଯ୍ୟ କ୍ରମ ର ସଦୁପଯୋଗ ।
ଆଇ ଟି ପି ଏ ର ସଦୁପଯୋଗ ।
ସର୍ବୋଚ୍ଚ ଅଧିକାରୀ ଙ୍କ ଠିକଣା
ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟ।ଳୟ
ସ୍ଥାନ – ବଲାଙ୍ଗିର (କିଲଟରୀ କାର୍ଯ୍ୟଆଳୟର ପଛପଟେ)
ପୋଷ୍ଟ/ ଜିଲ୍ଲା – ବଲାଙ୍ଗୀର , ପିନ କୋଡ – ୭୬୭୦୦୨
ଫୋନ ନଂ – ୦୬୬୫୨-୨୩୫୮୫୦
ଇ ମେଲ : dswobolangir[at]nic.in