ବଲାଙ୍ଗିର ଜିଲ୍ଲା ପୋଲିସ୍

ବଲାଙ୍ଗିର ଜିଲ୍ଲା ୬,୫୭୪ ବର୍ଗ କି.ମି. ମଧ୍ୟରେ ପରିସିମିତ ଓ ୨୦୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୧୬,୪୮,୯୯୭ ଅଟେ । ଏହି ଜିଲ୍ଲା କେ.ବି.କେ. ଅଞ୍ଚଳରେ ଅନ୍ତର୍ଭୁକ୍ତ ଏବଂ ଏହା ଏକ ଅନୁନ୍ନତ ଜିଲ୍ଲା ଅଟେ । ବଲାଙ୍ଗିର ଜିଲ୍ଲା ପଶ୍ଚିମ ଓଡିଶାର ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଅଟେ । ଏହି ଜିଲ୍ଲା ଅନ୍ୟ ଅପେକ୍ଷାରେ ଅନ୍ତର୍ନିର୍ମାଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସେବା ପାଇବାର ଅଭାବ ରହିଆସୁଛି ଓ ସର୍ବଦା ସରକାରଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରି ଆସୁଅଛି | ବଲାଙ୍ଗିରର ଇତିହାସ ଅନୁଯାଇ ଏହି ସହରଟି ୧୬୦୦ ଶତାଦ୍ଧୀ ର ରାଜା ନରସିହଂ ଦେଓ ପରିରଚନା କରିଥିଲେ । ରାଜା ନରସିହଂ ଦେଓ, ବଲରାମ ଦେଓଙ୍କ ଭାଇ ଥିଲେ ଯିଏ କି ପାଟଣା ରାଜ୍ୟର ୧୨ତମ ରାଜା ଥିଲେ। । କିଛି ଲୋକଙ୍କ କହିବା ଆନୁଯାଇ ଏହି ସହର ଟି ବଲରାମ ଦେଓ ଙ୍କ ନାମ ଅନୁସାରେ ବଳରାମଗଡ ବୋଲି ନାମିତ ହୋଇଥିଲା, ଯାହାକି ବର୍ତ୍ତମାନ ବଲାଙ୍ଗିର ବୋଲି କୁହାଯାଉ ଅଛି କିନ୍ତୁ ଏହାର କୌଣସି ଲିଖିତ ପ୍ରମାଣ ନାହିଁ ।

ବଲାଙ୍ଗିର ଜିଲ୍ଲା ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହି ଜିଲ୍ଲା ରେ ୬ ଟି ଥାନା ଥିଲା । ପରବର୍ତ୍ତୀ ସମୟରେ ୧୩ ଟି ଥାନା ହେଲା ଏବଂ ଫାଣ୍ଡି ଗୁଡିକ ଉନ୍ନିତ କରି ସର୍ବମୋଟ୍ ୧୯ ଟି ଥାନା ହେଲା । ଗତ ୦୧-୦୪-୧୯୯୩ ରେ ବଲାଙ୍ଗିର ଜିଲ୍ଲାରୁ କିଛି ଅଶଂ ନେଇ ସୁବର୍ଣ୍ଣପୂର ଜିଲ୍ଲା ଗଠନ ହେଲା, ୬ ଟି ଥାନା ସୁବର୍ଣ୍ଣପୂର ଜିଲ୍ଲା ଅଧିନ ରେ ରହିଲା । ଅଫିସ୍ ଅଡର ନଂ-୨୨୦୧/ଏଫ୍, ତା. ୨୨-୦୫-୨୦୦୮ ସର୍କଲ୍ ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ପାଟଣାଗଡ ଓ ସର୍କଲ୍ ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ସଦର ପଦବୀ ଦ୍ୱୟ ଉନ୍ନୀତ ହୋଇ ଏସ.ଡି.ପି.ଓ., ପାଟଣାଗଡ ଓ ଏସ.ଡି.ପି.ଓ., ସଦର ପାହ୍ୟାବୃଦ୍ଧି କରାହେଲା ଏବଂ ସି.ଆଇ., ବଙ୍ଗୋମୁଣ୍ଡା ପଦଉଛେଦ କରାହେଲା ଓ ଗତ ତା. ୧୬-୧୨-୧୯୮୨ ଠାରୁ ଏସ.ଡି.ପି.ଓ., ଟିଟିଲାଗଡ, ଜି. ଓ. ନଂ. ୪୮୪୫୭/ପି. ତା. ୧୯-୦୭-୧୯୮୨ ଅନୁଯାଇ ଗତ ତା. ୧୬-୧୨-୧୯୮୨ ଠାରୁ କାର୍ଯ୍ୟ କରି ଆସୁଅଛି । ଏହି ଜିଲ୍ଲା ବରଗଡ, ନୁଆପଡା, କଳାହାଣ୍ଡି, ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲା ମାନଙ୍କର ସହ ସିମା ନିର୍ଧାରଣ କରି ଆସୁଅଛି । ପ୍ରାପ୍ତ ତଥ୍ୟ ଅନୁସାରେ ଶ୍ରୀ ଶ୍ରୀପତି ନନ୍ଦ, ଆଇ.ପି ବଲାଙ୍ଗିର ଜିଲ୍ଲା ରା ପ୍ରଥମ ପୋଲିସ୍ ଆରକ୍ଷୀ ଅଧିକ୍ଷକ ଥିଲେ ଯିଏ କି ଗତ ୦୧-୦୧-୧୯୪୮ ରୁ ୧୪-୦୬-୧୯୪୮ ପର୍ଯନ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ ତାଙ୍କ ପରେ ଏମ. ଡି. ସୟଦ, ଆଇ.ପି.ଏସ. କ ୧୫-୦୬-୧୯୪୮ ରୁ ୩-୦୪-୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ପଦ ଧାରଣ ସାରଣୀ ବଲାଙ୍ଗିର ପୋଲିସ୍ ଅଧିକ୍ଷକ
କ୍ର. ନଂ.ପୋଲିସ୍ ଆରକ୍ଷୀ ଅଧିକ୍ଷକ ନାମଠାରୁପର୍ଯ୍ୟନ୍ତ
ଶ୍ରୀ ଶ୍ରୀପତୀ ନନ୍ଦ, ଭା. ପୁ.ସେ.୦୧.୦୧.୧୯୪୮୧୪.୦୬.୧୯୪୮
ଶ୍ରୀ ଏମଡି. ସାୟଦ, ଭା. ପୁ. ସେ.୧୫.୦୬.୧୯୪୮୦୩.୦୪.୧୯୪୯
ଶ୍ରୀ ଜି. ଏନ. ମହାନ୍ତି, ଭା. ପୁ. ସେ.୦୪.୦୪.୧୯୪୯୧୯.୧୦.୧୯୫୦
ଶ୍ରୀ ଜି. ସି. ରାଏ, ଓ. ପୁ. ସେ.୨୦.୧୦.୧୯୫୦୦୩.୦୯.୧୯୫୧
ଶ୍ରୀ ୱାଇ. ଦତ୍ତ, ଭା. ପୁ. ସେ.୦୩.୦୯.୧୯୫୧୧୬.୦୫.୧୯୫୩
ଶ୍ରୀ ଏସ. ବାହାଦୁର, ଭା. ପୁ. ସେ.୧୬.୦୫.୧୯୫୩୨୩.୦୮.୧୯୫୪
ଶ୍ରୀ ଜି. ଦାଶ, ଭା. ପୁ. ସେ.୨୩.୦୮.୧୯୫୪୦୧.୦୪.୧୯୫୫
ଶ୍ରୀ ଏସ. ବାହାଦୁର, ଭା. ପୁ. ସେ.୦୧.୦୪.୧୯୫୫୧୪.୦୯.୧୯୫୫
ଶ୍ରୀ ଡି. କେ. ମହାପାତ୍ର, ଭା. ପୁ. ସେ.୧୪.୦୯.୧୯୫୫୨୮.୦୫.୧୯୫୭
୧୦ଶ୍ରୀ ଏସ. ଏସ. ପାଢୀ, ଭା. ପୁ. ସେ.୨୮.୦୫.୧୯୫୭୦୭.୧୦.୧୯୫୭
୧୧ଶ୍ରୀ ଜି. ମିଶ୍ର, ଭା. ପୁ. ସେ.୦୮.୧୦.୧୯୫୭୦୧.୧୨.୧୯୫୯
୧୨ଶ୍ରୀ ଜି. ସି. ଦାଶ, ଭା. ପୁ. ସେ.୨୯.୧୨.୧୯୫୯୦୩.୦୯.୧୯୬୧
୧୩ଶ୍ରୀ ଏସ. ଏ. ମାଜିଦ, ଭା. ପୁ. ସେ.୦୭.୧୯.୧୯୬୧୦୩.୦୧.୧୯୬୩
୧୪ଶ୍ରୀ ଆର. ସେହଗଲ, ଭା. ପୁ. ସେ.୦୩.୦୧.୧୯୬୩୧୪.୦୫.୧୯୬୪
୧୫ଶ୍ରୀ ଏସ. ଏନ. ମିଶ୍ର, ଭା. ପୁ. ସେ.୨୫.୦୫.୧୯୬୪୧୦.୦୫.୧୯୬୭
୧୬ଶ୍ରୀ କେ. କେ. ମିତ୍ରା, ଭା. ପୁ. ସେ.୧୦.୦୫.୧୯୬୭୦୭.୦୨.୧୯୬୯
୧୭ଶ୍ରୀ ଏମ. ଏଫ. ରଶୁଲ, ଭା. ପୁ. ସେ.୦୭.୦୨.୧୯୬୯୧୧.୧୦.୧୯୬୯
୧୮ଶ୍ରୀ ଏସ. ବି. ଜୈନ, ଭା. ପୁ. ସେ.୧୨.୧୦.୧୯୬୯୦୭.୦୨.୧୯୭୦
୧୯ଶ୍ରୀ ଡି. ପି. ଏସ. ଚୌହାନ, ଭା. ପୁ. ସେ.୧୦.୧୦.୧୯୭୦୨୩.୦୧.୧୯୭୩
୨୦ଶ୍ରୀ ଏସ. ମିଶ୍ର, ଭା. ପୁ. ସେ.୦୭.୦୨.୧୯୭୩୨୮.୧୨.୧୯୭୩
୨୧ଶ୍ରୀ କେ. ଡି. ବାଜପାୟୀ, ଭା. ପୁ. ସେ.୨୮.୧୨.୧୯୭୩୧୦.୦୨.୧୯୭୩
୨୨ଶ୍ରୀ ଏସ. କେ. ଚଟର୍ଜୀ, ଭା. ପୁ. ସେ.୧୧.୦୨.୧୯୭୩୧୦.୦୩.୧୯୭୬
୨୩ଶ୍ରୀ ଆର. କେ. ଦାଶ, ଭା. ପୁ. ସେ.୧୦.୦୩.୧୯୭୬୧୭.୦୮.୧୯୭୭
୨୪ଶ୍ରୀ କେ. ସି. ମହାପାତ୍ର , ଭା. ପୁ. ସେ.୧୨.୦୯.୧୯୭୭୧୨.୦୪.୧୯୭୯
୨୫ଶ୍ରୀ ପି. ଆର. ମହାନ୍ତି, ଭା. ପୁ. ସେ.୧୨.୦୪.୧୯୭୯୦୫.୦୯.୧୯୭୯
୨୬ଶ୍ରୀ ଜି. ସି. ନନ୍ଦ, ଭା. ପୁ. ସେ.୧୫.୦୯.୧୯୭୯୦୧.୦୭.୧୯୮୨
୨୭ଶ୍ରୀ ଏମ. ଏମ. ପ୍ରହରାଜ, ଭା. ପୁ. ସେ.୦୧.୦୭.୧୯୮୨୦୯.୦୭.୧୯୮୪
୨୮ଶ୍ରୀ ଜେ. ପି. ବର୍ମା, ଭା. ପୁ. ସେ.୦୯.୦୭.୧୯୮୪୦୨.୦୫.୧୯୮୫
୨୯ଶ୍ରୀ ବି. ସି. ଆଚାର୍ଯ୍ୟ, ଭା. ପୁ. ସେ.୦୨.୦୫.୧୯୮୫୧୪.୧୨.୧୯୮୬
୩୦ଶ୍ରୀ ସଞ୍ଜୀବ ମଲିକ, ଭା. ପୁ. ସେ.୧୪.୧୨.୧୯୮୬୦୮.୧୨.୧୯୮୯
୩୧ଶ୍ରୀ ବି. ଏନ. ହୋତା, ଭା. ପୁ. ସେ.୦୮.୧୨.୧୯୮୯୩୧.୦୭.୧୯୯୧
୩୨ଶ୍ରୀ ଆର. ଫି. ସିଂ, ଭା. ପୁ. ସେ.୧୨.୦୮.୧୯୯୧୨୦.୧୦.୧୯୯୩
୩୩ଶ୍ରୀ ଏସ. ପାନୱାର, ଭା. ପୁ. ସେ.୦୫.୧୧.୧୯୯୩୩୦.୦୬.୧୯୯୪
୩୪ଶ୍ରୀ ଏସ. ରାଏ, ଭା. ପୁ. ସେ.୧୧.୦୭.୧୯୯୪୨୬.୦୭.୧୯୯୫
୩୫ଶ୍ରୀ ବି. ଡି. ରାଉତ, ଭା. ପୁ. ସେ.୨୬.୦୭.୧୯୯୫୦୨.୦୮.୧୯୯୫
୩୬ଶ୍ରୀ ବି. ଏନ. ଝା, ଭା. ପୁ. ସେ.୦୨.୦୮.୧୯୯୫୩୦.୦୮.୧୯୯୬
୩୭ଶ୍ରୀ ବି. ବି. ଖଟୁଆ, ଭା. ପୁ. ସେ.୩୦.୦୮.୧୯୯୬୨୮.୦୮.୧୯୯୭
୩୮ଶ୍ରୀ ଏମ. କେ. ଛାବ୍ରା, ଭା. ପୁ. ସେ.୩୧.୦୮.୧୯୯୭୨୬.୦୮.୧୯୯୮
୩୯ଶ୍ରୀ ବି. ପି. ମହାପାତ୍ର, ଭା. ପୁ. ସେ.୨୬.୦୮.୧୯୯୮୨୪.୦୫.୧୯୯୯
୪୦ଶ୍ରୀ ଆର. ଏନ. ପାଢି, ଭା. ପୁ. ସେ.୨୪.୦୫.୧୯୯୯୦୨.୦୫.୨୦୦୧
୪୧ଶ୍ରୀ ଆର. କେ. ଶର୍ମା, ଭା. ପୁ. ସେ.୦୭.୦୫.୨୦୦୧୨୨.୦୫.୨୦୦୨
୪୨ଶ୍ରୀ ଏସ. କେ. ଉପାଧ୍ଦ୍ୟ, ଭା. ପୁ. ସେ.୨୨.୦୫.୨୦୦୨୦୩.୦୨.୨୦୦୩
୪୩ଡ. (ଶ୍ରୀମତି) ଏସ. ବାଲା, ଭା. ପୁ. ସେ.୦୩.୦୨.୨୦୦୩୦୬.୦୨.୨୦୦୪
୪୪ଶ୍ରୀ ଏସ. କେ. ସିଂ, ଭା. ପୁ. ସେ.୧୬.୦୨.୨୦୦୪୨୦.୧୦.୨୦୦୪
୪୫ଶ୍ରୀ ପ୍ରତିକ ମହାନ୍ତି, ଭା. ପୁ. ସେ.୨୨.୧୦.୨୦୦୪୨୦.୦୮.୨୦୦୫
୪୬ଶ୍ରୀ ନରସିଂ ଭୋଲ, ଭା. ପୁ. ସେ.୩୧.୦୮.୨୦୦୫୧୪.୦୫.୨୦୦୭
୪୭ଶ୍ରୀ ଏଚ. କେ. ଲାଲ, ଭା. ପୁ. ସେ.୧୪.୦୫.୨୦୦୭୨୩.୦୪.୨୦୦୮
୪୮ଶ୍ରୀମତି ଏସ. ସିଆନି, ଭା. ପୁ. ସେ.୨୩.୦୪.୨୦୦୮୨୩.୦୨.୨୦୦୯
୪୯ଶ୍ରୀ ସଞ୍ଜୀବ ଅରୋରା, ଭା. ପୁ. ସେ.୦୨.୦୩.୨୦୦୯୧୦.୦୬.୨୦୦୯
୫୦ଶ୍ରୀ ପି. ଏସ. ରାନପିସ, ଭା. ପୁ. ସେ.୧୦.୦୬.୨୦୦୯୨୫.୧୨.୨୦୦୯
୫୧ଶ୍ରୀ ଏ. କେ. ସଡଙ୍ଗି, ଓ. ପୁ. ସେ. (ଆଇ)୨୯.୧୨.୨୦୦୯୦୨.୦୬.୨୦୧୧
୫୨ଶ୍ରୀ ଅଭିନାଶ କୁମାର, ଭା. ପୁ. ସେ.୦୨.୦୬.୨୦୧୧୧୫.୧୨.୨୦୧୧
୫୩ଶ୍ରୀ ଆର. ପ୍ରକାଶ, ଭା. ପୁ. ସେ.୧୫.୧୨.୨୦୧୧୦୬.୦୯.୨୦୧୪
୫୪ଡ. ତିପକ କୁମାର, ଭା. ପୁ. ସେ.୦୭.୦୯.୨୦୧୪୧୭.୦୬.୨୦୧୬
୫୫ଶ୍ରୀ ଏ. କେ. ସିଂ, ଭା. ପୁ. ସେ.୧୭.୦୬.୨୦୧୬୩୦.୦୬.୨୦୧୭
୫୬ଶ୍ରୀ କେ. ଶିବା. ସୁବ୍ରମଣୀ , ଭା. ପୁ. ସେ.୩୦.୦୬.୨୦୧୭୨୭.୧୨.୨୦୨୦
୫୭ଶ୍ରୀ କୁଶଲକର ନିତିନ ଡ଼ଗୁଡୁ , ଭା. ପୁ. ସେ.୨୭.୧୨.୨୦୨୦୨୪.୦୫.୨୦୨୩
୫୮ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଭା. ପୁ. ସେ.୨୪.୦୫.୨୦୨୩ବର୍ତମାନ ପର୍ଯ୍ୟନ୍ତ

ବଲାଙ୍ଗିର ପୋଲିସ୍ ର ମୁଖ୍ୟ ଉଦ୍ଦେଶ୍ୟ:-

  • ଲୋକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
  • ଆଇନ ଶୃଙ୍ଖଳା ବଜାଇ ରଖିବା ।
  • ଅପରାଧ ଏବଂ ଅପରାଧୀ କୁ ସନ୍ଧାନ କରିବା ।
  • ଦେଶ ର ଆଇନ କୁ ସୁରକ୍ଷା ଦେବା ।
  • ଐତିହାସିକ କିର୍ତ୍ତିରାଜୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
  • ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରିବା ।
  • ପଦଦଳିତ ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ରକ୍ଷାକବଚ ଓ ସୁରକ୍ଷା ଦେବା ।
  • ବିଭିନ୍ନ ସମୟରେ ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
  • ବିନା ଭୟ ଓ ବିନା ସ୍ୱାର୍ଥ ରେ କାର୍ଯ୍ୟ କୁ ନିଷ୍ପକ୍ଷ, ଦୃଢ଼ତାର ଓ ନିଷ୍ଠା ସହିତ ସମ୍ପର୍ଣ୍ଣ କରିବା ।

ବଲାଙ୍ଗିର ପୋଲିସ୍ ର ଗତିବିଧି

ଆଇନ୍ ଅନୁଯାୟୀ ଅନୁସନ୍ଧାନ ଯୋଗ୍ୟ ଧର୍ତ୍ତବ୍ୟ ଅପରାଧ ଗୁଡିକ ତଦନ୍ତ କରିବା, ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବା, ଅସାମାଜିକ ବ୍ୟକ୍ତି/ଆପରାଧୀ ମାନଙ୍କୁ ଠାବ କରି ଆଇନ୍ ଅନୁଯାୟୀ ଅଦଲାତକୁ ପ୍ରେରଣ କରିବା । ବିଭିନ୍ନ ମେଳା ଓ ପର୍ବ ପର୍ରବାଣୀରେ ଶ।ନ୍ତି ଓ ଶୃଙ୍ଖଲା ରକ୍ଷା କରିବା । ଆନ୍ଦୋଳନ ଓ ଧାରଣ କାର୍ଯ୍ୟକ୍ରମ ମାନଙ୍କରେ, ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେଇ ସମାଜ ରେ ଶାନ୍ତି ବଜାୟ କରିବା ।

ଜିଲ୍ଲା ରେ ଉନ୍ନତମାନର ଆଇନ ଓ ବ୍ୟବସ୍ଥା ସୁପରିଚାଲନା ନିସନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଅଛି

  • ମୋବାଇଲ୍ ପୋଲିସ୍ କଣ୍ଟୋରରୁମ ବ୍ୟବସ୍ଥ। ୨୦୧୨ ମସିହା ଠାରୁ ବଲାଙ୍ଗିର ସହରରେ ଆରମ୍ଭ କରାଯାଇ ଅଛି । ଜନସାଧାରଣଙ୍କ ପାଇଁ ନିମ୍ନଲିଖିତ ମୋବାଇଲ୍ ନମ୍ବର୍ ଦରକାର ସମୟରେ ପୋଲିସ୍ ର ସହାୟତା ନେଇପାରିବେ |
    • ୮୨୮୦୧୯୦୬୮୯
    • ୯୫୮୩୧୪୪୭୬୬
    • ୮୦୧୮୬୪୮୮୫୩
    • ୮୭୬୩୩୨୭୫୩୮
  • ଅପରାଧ ନିୟନ୍ତ୍ରଣ ପାଇଁ ରାତ୍ରୀ କାଲିନ ଅନିୟମିତ ଅବରୋଧ ଓ ଜାନ ବାହାନ ତନଖି କରଯାଉ ଅଛି ।
  • ପୋଲିସ୍ ଓ ଜନସାଧାରଣ ଙ୍କ ସୂସମ୍ପର୍କ୍ ପାଇଁ ଅମ ପୋଲିସ୍ ସମିତି ଗଠନ କରାଯାଇଅଛି ।
  • ବିଚାରଧିନ ଜାମିନ୍ ବିହିନ ଗିରଫ୍ ପରବାନ ଗୁଡିକୁ ଶୀଘ୍ର ସମ୍ପାଦନ କରିବା ।
  • ଦୁର୍ଦାନ୍ତ ଅପରଧୀ ମ।ନଙ୍କୁ ଜତୀୟ ନିରାପତ୍ତା ଅଧିନିୟମ ୧୯୮୦ ଅନୁଯାୟୀ ଗିରଫ୍ କରିବା ।
  • ଶାନ୍ତି କମିଟି ସଭା ନିୟମିତ ଅନ୍ତରାଲରେ ଆୟୋଜନ କରିବା ।
  • ସବୁ ମାମଲା ଗୁଡିକର ତ୍ୱରନ୍ନିତ ଅନୁସଂଧାନ କରିବା ।

ଜିଲ୍ଲା ରେ ଥାନା ସଂଖ୍ୟା : ( ଗୋଟିଏ ବିଦ୍ୱୁତ ଶକ୍ତି ଥାନା ସହିତ)

ପୁଲିସ ଅଧିକାରି ମାନଙ୍କର ସଂସର୍ଗ ତଥ୍ୟବିଶେଷ
କ୍ର. ନଂ.ପଦବୀ ର ନାମକାର୍ଯ୍ୟାଳଯନିବାସ
ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର୦୬୬୫୨-୨୩୨୦୨୦୨୩୩୦୬୩
ଅତିରିକ୍ତ ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର୦୬୬୫୨-୨୩୪୬୩୫ 
ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ, ମୁଖ୍ୟାଲୟ ( HDQRS), ବଲାଙ୍ଗିର  
ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ , ଅନୁଶନ୍ଧାନ (DIB), ବଲାଙ୍ଗିର୦୬୬୫୨-୨୩୨୪୮୮ 
ଉପ ପୋଲିସ୍ ଆରକ୍ଷୀ ଅଧିକ୍ଷକ , HRPC, ବଲାଙ୍ଗିର  
DCRB, ବଲାଙ୍ଗିର୦୬୬୫୨-୨୩୨୩୭୫ 
ଏନାର୍ଜି (ବିଦ୍ୱୁତ ଶକ୍ତି) ଥାନା, ବଲାଙ୍ଗିର  
ସହରାଞ୍ଚଲ ଥାନା, ବଲାଙ୍ଗିର୦୬୬୫୨-୨୩୨୪୦୦ 
ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ସଦର, ବଲାଙ୍ଗିର୦୬୬୫୨-୨୩୨୨୫୫ 
୧୦ସଦର ଥାନା, ବଲାଙ୍ଗିର୦୬୬୫୨-୨୫୦୫୨୫ 
୧୧ପୁଇଁତଲା ଥାନା  
୧୨ଲୋଇସିଂହା ଥାନା୦୬୬୫୩-୨୭୪୦୩୦ 
୧୩ତୁଷୁରା ଥାନା୦୬୬୫୨-୨୫୬୦୩୮ 
୧୪ସଇନ୍ତଲା ଥାନା୦୬୬୫୫-୨୫୬୦୪୦ 
୧୫ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ଟିଟିଲାଗଡ୦୬୬୫୫-୨୨୦୪୧୧ 
୧୬ଟିଟିଲାଗଡ ଥାନା୦୬୬୫୫-୨୨୦୪୪୧ 
୧୭ମୁରିବାହାଲ ଥାନା୦୬୬୫୨-୨୭୨୧୦୦ 
୧୮କଣ୍ଟାବାଞ୍ଜି ଥାନା୦୬୬୫୭ -୨୨୦୨୪୦ 
୧୯ବଙ୍ଗୋମୁଣ୍ଜା ଥାନା୦୬୬୫୭-୨୮୨୨୨୭ 
୨୦ସିନ୍ଧେକେଲା ଥାନା୦୬୬୫୭-୨୮୪୪୦୬ 
୨୧ତୁରେକେଲା ଥାନା୦୬୬୫୭-୨୮୬୦୦୯ 
୨୨ବେଲପଡା ଥାନା୦୬୬୫୮-୨୮୪୪୨୧ 
୨୩ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ପାଟଣାଗଡ୦୬୬୫୮-୨୨୨୨୨୫ 
୨୪ପାଟଣାଗଡ ଥାନା୦୬୬୫୮-୨୨୨୨୨୩ 
୨୫ଲରମ୍ଭା ଥାନା  
୨୬ଖପରାଖୋଲ ଥାନା୦୬୬୫୮-୨୮୧୧୨୦ 
୨୭ଲାଠୋର ଥାନା୦୬୬୫୮-୨୬୬୦୧୮ 
୨୮ବନ୍ଧପତା ଆଉଟ ପୋଷ୍ଟ ଥାନା  
୨୯ହରିଶଙ୍କର ଆଉଟ ପୋଷ୍ଟ ଥାନା  
୩୦ଆଗଲପୂର ଆଉଟ ପୋଷ୍ଟ ଥାନା  
୩୧ସାଲେଭଟା ଆଉଟ ପୋଷ୍ଟ ଥାନା୦୬୬୫୩-୨୭୨୧୦୦ 
୩୨ଡୁଙ୍ଗୁରିପଲ୍ ଆଉଟ ପୋଷ୍ଟ ଥାନା  
୩୩ଦେଓଗାଁ ଆଉଟ ପୋଷ୍ଟ ଥାନା  
୩୪ଗୁଡଭେଲା BH  
୩୫ଟିକ୍ରାପଡା ଆଉଟ ପୋଷ୍ଟ ଥାନା  
୩୬ବଡମାଲ ଆଉଟ ପୋଷ୍ଟ ଥାନା  
୩୭ବେଲଗାଁ ଆଉଟ ପୋଷ୍ଟ ଥାନା୦୬୬୫୫-୨୭୧୧୧୦ 
୩୮ଚୁଡାପାଲି BH  
୩୯ବୈଁରାସର BH  
ମହିଳା ଓ ଶିଶୁ ଡେସ୍କ ବିବରଣୀ
କ୍ର. ନଂପୋଲିସ ଥାନା ମାନଙ୍କର ନାମ
ଟାଉନ ପୋଲିସ ଥାନା ବଲାଙ୍ଗିର
ଟିଟିଲାଗଡ ପୋଲିସ ଥାନା
କଣ୍ଟାବାଞ୍ଜି ପୋଲିସ ଥାନା
ସଦର ପୋଲିସ ଥାନା
ତୁଷରା ପୋଲିସ ଥାନା
ଲୋଇସିଙ୍ଗା ପୋଲିସ ଥାନା
ପାଟଣାଗଡ ପୋଲିସ ଥାନା
ବେଲପଡା ପୋଲିସ ଥାନା
ଖପ୍ରାଖୋଳ ପୋଲିସ ଥାନା
୧୦ବଙ୍ଗୋମୁଣ୍ଡା ପୋଲିସ ଥାନା
୧୧ସଇଁତଳା ପୋଲିସ ଥାନା
୧୨ସିନ୍ଧେକେଲା ପୋଲିସ ଥାନା
୧୩ତୁରେକେଲ ପୋଲିସ ଥାନା
୧୪ଲରମ୍ଭା ପୋଲିସ ଥାନା
୧୫ଲାଠୋର ପୋଲିସ ଥାନା
୧୬ପୁଇଁନ୍ତଲା ପୋଲିସ ଥାନା
୧୭ମୁରିବାହଲ ପୋଲିସ ଥାନା

ଅଦିବାସୀ/ହରିଜନ ନିର୍ଯାତନା କେସ୍/ମକଦ୍ଦମା

ଗତ ୨୦୧୫ ବର୍ଷରେ ସର୍ବମୋଟ୍ ୧୫୩ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୫ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୫୬ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୩୨ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୬ ବର୍ଷରେ ସର୍ବମୋଟ୍ ୧୨୬ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୦ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୭ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୦୯ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୭ ବର୍ଷରେ ସର୍ବମୋଟ୍ ୧୬୮ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୮୮ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୩ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୫୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୮ ବର୍ଷର ମାର୍ଚ୍ଚ ସୁଦ୍ଧା ସର୍ବମୋଟ୍ ୩୭ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଅଛି ଓ ୩୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି |

ମୋଟ କେଶ ସଂଖ୍ୟା
ବର୍ଷକେଶ ସଂଖ୍ୟାକେଶ ସଂଖ୍ୟା (ୟୁ. ଡି)
୨୦୧୫୩୩୩୩୨୮୫
୨୦୧୬୩୬୨୩୩୦୫
୨୦୧୭୩୬୧୩୩୧୫
୨୦୧୮ ମାର୍ଚ ପର୍ଯ୍ୟନ୍ତ୭୬୭୮୫
ବିଭିନ୍ନ ବର୍ଗ ରେ ଅଭିଲେଖା ହୋଇଥିବା କେଶ ର ବିବରଣୀ
ଅପରାଧ ର ବର୍ଗ୨୦୧୫୨୦୧୬୨୦୧୭୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ
ହତ୍ୟା୪୯୨୪୩୪୧୦
ଡକାଇତ୧୯୧୧
ଦସ୍ୟୁତା୨୬୫୬୬୦୨୫
ସିନ୍ଧି ଚୋରୀ୧୨୭୧୦୫୧୦୭୨୭
ଚୋରୀ୨୨୮୧୯୫୧୪୫୩୫
ଧର୍ଷଣ୭୩୭୫୬୯୧୧
ଅପହରଣ୧୦୮୧୧୪୧୧୦୨୨
ଯୌତୁକ ଜନିତ ହତ୍ୟା୧୬
ଯୌତୁକ ଜନିତ ଆତ୍ମହତ୍ୟା
ଯୌତୁକ ନିର୍ଯ୍ୟାତନା୧୩୧୧୪୧୧୧୨୧୭
ଆତ୍ମହତ୍ୟା (ୟୁ.ଡି.)୬୯୭୫୫୯
ସମ୍ପତି ଜନିତ ଅପରାଧ୩୮୬୩୭୪୩୨୩୯୩

ଗତ ୩ ବର୍ଷ ର ସଫଳତା

ଗତ ୩ ବର୍ଷ ର ସଫଳତା
ଅପରାଧ ର ନାମବର୍ଷବିବ୍ରୁତି (ରିପୋର୍ଟ)ସନ୍ଧାନ / ଚାର୍ଜ ସିଟ ଦାଖଲ ହୋଇଥିବା ସଂଖ୍ୟାସନ୍ଧାନ ହୋଇଥିବା କେଶ ର ହାର
ହତ୍ୟା୨୦୧୫୪୯୪୩୮୮.୭୫
୨୦୧୬୨୧୧୯୯୦.୪୭ 
୨୦୧୭୩୪୨୮୮୨.୩୫ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୧୦୫୦ 
ଡକାଇତ୨୦୧୫୬୦
୨୦୧୬୧୯୧୭୮୮.୪୭ 
୨୦୧୭୧୧୫୪.୫୪ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୩୩.୩୩ 
ଦସ୍ୟୁତା୨୦୧୫୨୬୧୮୬୯.୨୩
୨୦୧୬୫୫୩୯୭୦.୯ 
୨୦୧୭୬୦୩୦୫୦ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୨୫୨୮ 
ସିନ୍ଧି ଚୋରୀ୨୦୧୫୧୨୭୫୯୪୬.୪୫
୨୦୧୬୧୦୫୫୨.୩୮ 
୨୦୧୭୧୦୭୪୭୩୩.୫୭ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୨୭୧୧.୧୧ 
ଚୋରୀ୨୦୧୫୨୨୮୧୧୪୫୦
୨୦୧୬୧୯୫୯୬୪୯.୨୩ 
୨୦୧୭୧୪୫୫୩୩୬.୩୫ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୩୫୧୪.୨୮ 
ଧର୍ଷଣ୨୦୧୫୭୩୭୦୯୫.୮୯
୨୦୧୬୭୫୭୨୯୬ 
୨୦୧୭୬୯୬୧୮୮.୪ 
୨୦୧୮ ମାର୍ଚ ପର୍ଯ୍ୟନ୍ତ୧୧୧୧୧୦୦ 

ପ୍ରେସ ମିଟ :

ସାଧାରଣତଃ ଜିଲ୍ଲା ପୋଲିସ ଆଇନ ଅନୁମୋଦିତ ଘଟଣା ବା ଜଘନ୍ୟ ଘଟଣା ର ସନ୍ଧାନ ରେ ପ୍ରେସ ମିଟ ଅନୁଷ୍ଠିତ କରିଥାଏ ।

ଅଭିଯୋଗ ପ୍ରତିକାର

ଅଭିଯୋଗ ପ୍ରତିକାର ରବିବାର ଓ ଛୁଟି ଦିନ ଛାଡି ସମସ୍ତ ଦିନ ହୋଇଥାଏ ।
ଫୋନ ନଂ : ୦୬୬୫୨ – ୨୩୨୦୨୦

ସର୍ବୋଚ୍ଚ ଅଧିକାରୀ ଙ୍କ ଠିକଣା :

ପୋଲିସ ନିରୀକ୍ଷକଙ୍କ କାର୍ଯ୍ୟ।ଳୟ , ବଲାଙ୍ଗିର
ଫୋନ ନଂ : ୦୬୬୫୨ – ୨୩୨୦୨୦ (ଅଫିସ), ୨୩୩୦୬୩(ନିବାସ)
ଇମେଲ : spblg.orpol[at]nic.in