• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଐତିହାସିକ

ବଲାଙ୍ଗିର ସହର ଠାରୁ ୧୦୪ କି: ମି: ଦୂର ଦକ୍ଷିଣ – ପଶ୍ଚିମ ଦିଗରେ ରାନୀପୁର ଝରିଆଲ ଅବସ୍ଥିତ । ଏଠାରେ ଏକ ବିରାଟ ପଥର ପାହାଡ ଉପରେ ୬୪ ଯୋଗିନୀ ମନ୍ଦିର ଦଣ୍ଡାୟମାନ । ଏହା ସୋମ ତୀର୍ଥ ନାମରେ ଖ୍ୟାତ। ଏହା ଶୈବ, ବୌଦ୍ଧ , ବୈଷ୍ଣବ ଓ ତାନ୍ତ୍ରିକ ଧର୍ମ ବିଶ୍ଵାସ ର ସମାହାର । ୬୪ ଯୋଗିନୀ ଏକ ଆବଦ୍ଧ ଗୋଲାକାର କ୍ଷେତ୍ର ରେ ଖୋଳା ଆକାଶ ତଳେ ପୂଜା ପାଇଥାନ୍ତି । ସୋମେଶ୍ଵର ସିବା ମନ୍ଦିର ଏହି ସ୍ଥାନ ର ମୁଖ୍ୟ ଆକର୍ଷଣୀୟ କେନ୍ଦ୍ର ଯାହା ଭାରତ ରେ ଥିବା ଚାଲୋଟି ଭାସ୍କର୍ଜ୍ୟ ପୂର୍ଣ ମୁଖ୍ୟ ମନ୍ଦିର ଠାରୁ ଅନ୍ୟତମ । ଏଠାରେ ଅବସ୍ଥିତ ୫୦ ଟି ପ୍ରାଚୁର୍ଜ୍ୟ ଭରା ମନ୍ଦିର ମାନଙ୍କ ମଧ୍ୟରେ ସୋମେଶ୍ଵର ସିବା ମନ୍ଦିର ଅନନ୍ୟ ।

ଇଟାରେ ତିଆରି ସବୁଠାରୁ ଉଚ୍ଚତମ ମନ୍ଦିର ମାନଙ୍କ ମଧ୍ୟରେ ଏଠାରେ ଥିବା ଇନ୍ଦ୍ରଲାଥ ମନ୍ଦିର ଅନ୍ୟତମ । ଏଠାକୁ ପହଞ୍ଚିବାକୁ ହେଲେ ମାତ୍ର ୪ କି: ମି: ଦୂର ମୁଣ୍ଡପାଦରକୁ ବସ ଯୋଗେ ପହଞ୍ଚିବାକୁ ହେବ ।

ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ

ସଡ଼କ ପଥରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ବଲାଙ୍ଗିର ଠାରୁ ରାନୀପୁର-ଝରିଆଲ ରେଳ ,ବସ କିମ୍ବା ଟେକସି ରେ ଯାଇ ପାରିବେ ।

ରେଳଗାଡ଼ିରେ
କଣ୍ଟାବାଞ୍ଜି କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।